www.samajalive.in
Monday, December 15, 2025
16.1 C
Bhubaneswar

ବିଜୁ ମହିଳା ଜନତା ଦଳ ପକ୍ଷରୁ ସଫେଇ କାର୍ଯ୍ୟକ୍ରମ

ଗଞ୍ଜାମ : ଗଞ୍ଜାମ ବ୍ଲକ ଅନ୍ତର୍ଗତ ସନ୍ତୋଷପୁର ପଞ୍ଚାୟତର ସନ୍ତୋଷପୁର ଓ କାର୍ତ୍ତିକଢିଅ ଗ୍ରାମରେ ସ୍ଥାନୀୟ ମହିଳା ବିଜୁ ଜନତା ଦଳ ପକ୍ଷରୁ ଏକ ଗ୍ରାମ୍ୟ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିବାବେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଯୋଗଦେଇ ସଫେଇ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ। ନେତା, କର୍ମୀ ଓ ଗ୍ରାମବାସୀ ମାନଙ୍କୁ ପରିବେଶ କିଭଳି ସ୍ୱଚ୍ଛ ରଖିବାକୁ ହେବ ପରାମର୍ଶ ଦେଇଥିଲେ। ସ୍ଥାନୀୟ ସରପଞ୍ଚ ଡି.ନିରଞ୍ଜନ ରେଡିଙ୍କ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟମରେ ଗ୍ରାମର ମହିଳା, ବିଜେଡି ନେତୃବୃନ୍ଦ ଓ କର୍ମୀମାନେ ଉଭୟ ଗ୍ରାମର ମୁଖ୍ୟ ରାସ୍ତାର ଉଭୟ ପାର୍ଶ୍ୱ,ଠାକୁରାଣୀ ମନ୍ଦିର ପରିସର ଏପରିକି ବିଭିନ୍ନ ସ୍ଥାନରେ ଏକ ଶୋଭାଯାତ୍ରାରେ ବାହାରି ସଫେଇ କରିଥିଲେ ।  ସମିତି ସଭ୍ୟ କୈଳାସ ଚନ୍ଦ୍ର ସ୍ବାଇଁ, ଜିଲ୍ଲାପରିଷଦ ସଭ୍ୟା ଜେ. ସନ୍ତୋସି, ସରପଞ୍ଚ ପ୍ରଭାତ ସେଠୀ, ଜି ସନ୍ତୋଷ ରେଡି, ଛାତ୍ର ନେତା ଲିଙ୍ଗରାଜ ମହାପାତ୍ର, ଅନ୍ତର୍ଯ୍ୟାମୀ ସାହୁ,ସମିତିସଭ୍ୟ ସୁରଥ ପ୍ରଧାନ,ନାଏବ ସରପଞ୍ଚ ଟି. ଚନ୍ଦ୍ରମା ରେଡି, ସନ୍ତୋଷପୁର ଗ୍ରାମ୍ୟ ସଭାପତି ବାବୁଲା ପଟନାୟକ, କାର୍ତ୍ତିକଢି ସଭାପତି ଟି.ଡ଼ିଲୁ ରେଡି,ସାନ ଗୋପାଳପୁର ସଭାପତି ପ୍ରଭାତ ତରାଇ,ସlତୁଳି ସଭାପତି ଭାସ୍କର ପଲାଇ, ବିଜୟ କୁମାର ସ୍ୱାଇଁ, ଗୌରହରି ସାହୁ, ଲାଉପୁଟ ସଭାପତି କୈବଲ୍ୟ ଜେନା, ବିଜୁ ପ୍ରସାଦ, ଡି.ନରହରି ରେଡି, ଡି.ଶ୍ରୀରାମୁଲୁ ରେଡି, ଭଗବାନ ବେହେରା, କେ.ନାରାୟଣ ରେଡି, କାର୍ତ୍ତିକଢି ଛାତ୍ର ସଭାପତି ଡି.ଭୀମ ରେଡି, ଟି.ହରିବନ୍ଧୁ ରେଡି, କୈଳାଶ ରେଡି, ହରିବନ୍ଧୁ ରେଡି, ସହଦେଵ ରେଡି, ହାଡୁ ପାତ୍ର, ପାପେୟା ପାତ୍ର ପ୍ରମୁଖଙ୍କ ସମେତ ସନ୍ତୋଷପୁର ପଞ୍ଚାୟତର ବହୁ ସଂଖ୍ୟାରେ ଗ୍ରାମ୍ୟ ମହିଳା ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ପରିଚାଳନା କରଥିଲେ l

Hot this week

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

Related Articles

Popular Categories