www.samajalive.in
Friday, December 12, 2025
14.1 C
Bhubaneswar

ଜାଣନ୍ତୁ, କେଉଁ ବୟସରେ କେଉଁ ଖାଦ୍ୟ ଖାଇବା ଉଚିତ

ଭୋଜନ ଭାବେ କେଉଁଠି, କଣ ଓ କେତେବେଳେ ଖାଇବା ତାହାର ନିର୍ଧାରଣ ଆପଣଙ୍କ ଆୟୁ, ଦିନ ଓ ସମୟ ଓ ବୟସ ଦେଖି କରାଯାଇଥାଏ। ବାଲ୍ୟକାଳରେ ଅଧିକ ଶକ୍ତି ରହିଥାଏ। ଛୋଟ ଛୁଆଙ୍କ ଶରୀରର ଶକ୍ତି ବୃଦ୍ଧି ପାଇଁ ମାଆମାନଙ୍କ ଖାଦ୍ୟରେ ଅଦା, ରସୁଣ, ତୁଳସୀ, ଗୋଲମରିଚ ଗୁଣ୍ଡ ଇତ୍ୟାଦି ରହିବା ଆବଶ୍ୟକ।

ଯୁବାବସ୍ଥାରେ ଅନେକ କିଛି ପରିବର୍ତ୍ତନ ଆସିଥାଏ। ଏପରି କ୍ଷେତ୍ରରେ ଅଗ୍ନି ତତ୍ତ୍ୱକୁ ପ୍ରଧାନ ଦେବା ପରି ଖାଦ୍ୟ ଖାଇବା ଅନୁଚିତ। ତେଣୁ ଖାଦ୍ୟରେ ଥଣ୍ଡା ଜିନିଷ ଯେପରି ଭାତ, କ୍ଷୀର ଓ ଅନ୍ୟାନ୍ୟ ପରିପରିବା ସାମିଲ କରିବା ଉଚିତ। ଏପରି କରିବା ଦ୍ୱାରା ଯୁବାବସ୍ଥାରେ ଆପଣଙ୍କ ଶରୀର ଠିକ ରହିଥାଏ।ବୃଦ୍ଧାବସ୍ଥାରେ ବ୍ୟକ୍ତି ଛୋଟ ଛୁଆଙ୍କ ପରି ହୋଇଯାଏ। ତେଣୁ ଏହି କାରଣରୁ କିଛି ବ୍ୟକ୍ତି ୫୦ ବର୍ଷ ବୟସର ହେଲା ପରେ ରକ୍ତଚାପ, ଅନିନ୍ଦ୍ରା, ଆଣ୍ଠୁଗଣ୍ଠି ପୀଡା ଇତ୍ୟାଦି ସମସ୍ୟା ଦେଖା ଦେଇଥାଏ। ଆମେ ବୃଦ୍ଧାବସ୍ଥାରେ ସର୍ବଦା ଖାଦ୍ୟପେୟ ପ୍ରତି ସଚେତନ ରହିବା ନିତ୍ୟାନ୍ତ ଆବଶ୍ୟକ।

Hot this week

ଆଜିର : ରାଶିଫଳ,ଆପଣଙ୍କ ଅଶାନ୍ତିର ଅବସାନ ଘଟିବ

ମେଷ : ଅଶ୍ବିନୀ ଓ ଦ୍ବିଜା ନକ୍ଷତ୍ରଜାତ ବ୍ୟକ୍ତି ବିପଦମୁକ୍ତ ହୋଇପାରନ୍ତି।...

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

Related Articles

Popular Categories