www.samajalive.in
Monday, December 15, 2025
14.1 C
Bhubaneswar

ଲୋକଙ୍କ କାନ୍ଧରେ ବନ୍ୟାଜଳରେ ଭାସୁଥିବା କୁମ୍ଭୀର 

ନୂଆଦିଲ୍ଲୀ : ଅନେକ ସମୟରେ ଏଭଳି ବହୁ ଭିଡିଓ ଭାଇରାଲ ହୋଇଥାଏ, ଯାହା ସଭିଁଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥାଏ । ମଧ୍ୟପ୍ରଦେଶର ଶିବପୁରୀର ଏକ ଭିଡିଓ ଏବେ ଖୁବ ଭାଇରାଲ ହେବାରେ ଲାଗିଛି । ଭିଡିଓଟିରେ ଦେଖାଯାଉଛି ଲୋକମାନେ କାନ୍ଧରେ ଏକ କୁମ୍ଭୀର ଧରି ଶୋଭାଯାତ୍ରା ଭଳି କରୁଛନ୍ତି ।
ଘଟଣାକ୍ରମେ ; ପ୍ରବଳ ବର୍ଷାରେ ବେହଲା ମଧ୍ୟପ୍ରଦେଶ । ବର୍ଷା କାରଣରୁ ରାଜ୍ୟର ବିଶେଷ କରି ୪ଟି ଜିଲାରେ ବନ୍ୟା ପରିସ୍ଥିତି ଦେଖିବାକୁ ମଧ୍ୟ ମିଳିଛି । ଅଧିକ ବର୍ଷା ଜନିତ ସମସ୍ୟା ଶିବପୁରୀରେ ଦେଖାଯାଇଛି । ଏହି ସମୟରେ ଶିବପୁରୀରୁ ଏକ ବଜାରରେ ପ୍ରବେଶ କରିଥିବା ବନ୍ୟା ଜଳରେ କୁମ୍ଭୀରଟିଏ ଭାସୁଥିବାର ଦେଖାଯାଇଥିଲା । କୁମ୍ଭୀରକୁ ଦେଖିବା ମାତ୍ରେ ଲୋକେ ସାହସ କରି ଏହାକୁ ପ୍ରଥମେ ପାଣିରୁ ବାହାର କରି ତା ପାଟିରେ ଦୌଡି ବନ୍ଧା ଯାଇଥିଲା । ଏହାପରେ ଲୋକେ କୁମ୍ଭୀରକୁ ନିଜ କାନ୍ଧରେ ନେଇ ରାସ୍ତାରେ ଯାଉଥିବାର ଦେଖାଯାଇଥିଲା ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories