www.samajalive.in
Tuesday, December 9, 2025
15.1 C
Bhubaneswar

ଗ୍ରାହକଙ୍କୁ ସର୍ବୋତ୍ତମ ଶ୍ରେଣୀର ସ୍ୱଚ୍ଛତା ସମାଧାନ ଯୋଗାଇବାକୁ ରିଲାଏନ୍ସର ପ୍ରୟାସ

ମୁମ୍ବଇ/ଭୁବନେଶ୍ୱର: ରିଲାଏନ୍ସର ଗ୍ରାହକ ବ୍ରାଣ୍ଡ୍‍ ବିଭାଗ ପକ୍ଷରୁ ବ୍ୟକ୍ତିଗତ ସ୍ୱଚ୍ଛତା ଏବଂ ହୋମ କେୟାର ବ୍ରାଣ୍ଡ୍‍ ପ୍ୟୁରିକ ଇନଷ୍ଟା ସେଫ ପ୍ରଚଳନ କରାଯାଇଛି। ଗ୍ରାହକଙ୍କ ମଧ୍ୟରେ ସ୍ୱଚ୍ଛତା ଏବଂ ନିରାପତ୍ତା ସମ୍ପର୍କିତ ବର୍ଦ୍ଧିତ ଆବଶ୍ୟକତା ପୂରଣ କରିବାକୁ ରିଲାଏନ୍ସ ବ୍ୟାପକ ଉତ୍ପାଦ ସମ୍ଭାର ପ୍ରସ୍ତୁତ କରିଛି। କର୍ପୁର, ନମ୍ବ ଓ ହଳଦୀ ଭଳି ପ୍ରାକୃତିକ ଉପାଦାନଗୁଡିକର ଉତ୍ତମତାର ସମାହାର ଏହି ଉତ୍ପାଦ ମନମୋହକ ସୁଗନ୍ଧ ଦ୍ୱାରା ଏକ ନୂତନ ନିରାପତ୍ତା ଅନୁଭବ ପ୍ରଦାନ କରୁଛି। ଏହାର ତତ୍‍କ୍ଷଣାତ କାର୍ଯ୍ୟକରିବାର ବୈଶିଷ୍ଟ୍ୟ ଜୀବାଣୁ ଓ ଭୂତାଣୁ ବିରୁଦ୍ଧରେ ସ୍ୱଚ୍ଛତା ଏବଂ ସଂପୂର୍ଣ୍ଣ ସୁରକ୍ଷା ପ୍ରଦାନ କରୁଛି। ଏହି ପ୍ୟୁରିକ ଇନଷ୍ଟା ସେଫ୍‍ ଉତ୍ପାଦ ସମ୍ଭାର ମଧ୍ୟରେ ରହିଛି ବ୍ୟକ୍ତିଗତ ସ୍ୱଚ୍ଛତା ଉତ୍ପାଦ। ସେହିଭଳି ଏହା ସଂକ୍ରମଣ ନିରୋଧୀ ସ୍ପ୍ରେ, ବହୁମୁଖୀ ସଂକ୍ରମଣ ନିରୋଧୀ ଏବଂ ଆଣ୍ଟିସେପଟିକ ଲିକ୍ୱିଡ, ପନିପରିବା ପରିଷ୍କାର କରିବାକୁ ଲିକ୍ୱିଡ ପ୍ରସ୍ତୁତ କରିଛି। ଏହା ଦେଶର ସମସ୍ତ ରିଲାଏନ୍ସ ରିଟେଲ ଗ୍ରୋସରୀ ଷ୍ଟୋରଗୁଡିକରେ ଉପଲବ୍ଧ ହେଉଛି। ଏହାକୁ ଅନ୍‍ଲାଇନରେ ମଧ୍ୟ କ୍ରୟ କରାଯାଇପାରିବ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories