www.samajalive.in
Monday, December 15, 2025
16.1 C
Bhubaneswar

୮୨ବର୍ଷରେ ମହାକାଶ ଯାତ୍ରା

ୱାଶିଂଟନ୍‌: ମହାକାଶ ଯାତ୍ରା କରିବେ ୮୨ବର୍ଷୀୟା ମ୍ୟାରୀ ୱାଲାସ୍। ସେ ଆମାଜିନ୍‌ର ମୁଖ୍ୟ ଜେଫ୍‌ ବେଜାସ୍‌ଙ୍କ ମହାକାଶ ଅଭିଯାନରେ ତାଙ୍କର ସାଥୀ ହେବେ ବୋଲି ଜଣାପଡ଼ିଛି। ମ୍ୟାରୀ ହେଉଛନ୍ତି ଅବସରପ୍ରାପ୍ତ ବୈମାନିକ। ସେ ୬୦ବର୍ଷ ପୂର୍ବେ ମହାକାଶ ଯାତ୍ରା କରିଥିଲେ। ଏହି ଅଭିଜ୍ଞତା ବଳରେ ବୋଜେସ୍‌ ତାଙ୍କୁ ନିଜ ଅଭିଯାନରେ ସାମିଲ କରିଛନ୍ତି। ଏହି ଅଭିଯାନରେ ବେଜୋସ୍‌ଙ୍କ ଭାଇ ମଧ୍ୟ ସାମିଲ ହେବେ ବୋଲି ଜଣାପଡ଼ିଛି। ଜୁଳାଇ ୨୦ରେ ‘ବ୍ଲୁ ଅରିଜିନ୍‌’ ନାମକ ରକେଟ ସହିତ ଏହି ଅଭିଯାନ ଆରମ୍ଭ ହେବାର ସମ୍ଭାବନା ରହିଛି। ମ୍ୟାରୀ ଯଦି ମହାକାଶ ଯାତ୍ରା କରନ୍ତି; ତେବେ ସେ ହେବେ ବିଶ୍ବର ସବୁଠୁ ବୟସ୍କ ମହାକାଶଚାରୀ। ମଜାର ବିଷୟ ହେଉଛି, ଏହି ଯାତ୍ରା ପାଇଁ ଅନୁଷ୍ଠିତ ପରୀକ୍ଷାରେ ମ୍ୟାରୀ ସଫଳ ହୋଇଛନ୍ତି।

Hot this week

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

Related Articles

Popular Categories