www.samajalive.in
Saturday, December 6, 2025
15.1 C
Bhubaneswar

ଭଲ ପାଇବାର ସାକ୍ଷୀ ପବିତ୍ର ‘ରାକ୍ଷୀ’ ପର୍ବ

ଏହା ସ୍ନେହ ଓ ଶ୍ରଦ୍ଧାର। ଏହି ପବିତ୍ର ପର୍ବଟିକୁ ଶ୍ରାବଣ ମାସର ପୂର୍ଣ୍ଣିମାରେ ପାଳନ କରାଯାଇଥାଏ। ଭାଇ, ଭଉଣୀର ସ୍ନେହ ଏହି ପର୍ବ। ଯାହାକୁ କୁହାଯାଏ ରାକ୍ଷୀ ପୂର୍ଣ୍ଣିମା। ଏହି ଦିନରେ ଭାଇ ହାତରେ ଭଉଣୀ ରାକ୍ଷୀ ବାନ୍ଧି ଥାଏ, ମୁଣ୍ଡରେ ଲାଲ ରଙ୍ଗର ଟିକା ଲଗାଇଥାଏ ଓ ମିଠା ଖୁଆଇଥାଏ।ଭାଇଟି ମଧ୍ୟ ଉପଯୁକ୍ତ ଉପହାର ଦେଇ ସାରା ଜୀବନ ନିଜ ଭଉଣୀର ରକ୍ଷା କରିଥାଏ। ଭଉଣୀ ନିଜ ଭାଇର ଦୀର୍ଘାୟୁ କାମନା କରିଥାଏ। ଏହା ଆମ ଦେଶର ଏକ ମୁଖ୍ୟ ପର୍ବ ଅଟେ। ସମସ୍ତ ହିନ୍ଦୁ ମାନେ ଏହାକୁ ଖୁବ ଆଡ଼ମ୍ବର ସହ ପାଳନ କରିଥାଆନ୍ତି। ଭାଇ- ଭଉଣୀ ପବିତ୍ର ସଂପର୍କର ଏହା ପ୍ରତୀକ ଅଟେ ତେଣୁ ଏହି ପର୍ବର ସ୍ୱତନ୍ତ୍ରତା ଏହି ପର୍ବ ନିଜେ ଅଟେ। ଏହି ଦିନ ଘରେ ବହୁ ପ୍ରକାରର ସ୍ୱାଦିଷ୍ଟ ଖାଦ୍ୟ ମଧ୍ୟ ପ୍ରସ୍ତୁତ ହୋଇଥାଏ। ଏହି ପର୍ବ ସ୍ନେହ, ପ୍ରେମ, ପବିତ୍ରତା , ସମ୍ମାନ ଆଦିର ସନ୍ଦେଶ ଦେଇଥାଏ। ଏହି ରାକ୍ଷୀରେ ଭଉଣୀର ଭଲ ପାଇବା ,ମଙ୍ଗଳ କାମନା ଜଡ଼ିତ ହୋଇଥାଏ ଯାହା ଏହି ସଂପର୍କକୁ ସୁଦୃଢ଼ କରି ଦେଇଥାଏ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories