www.samajalive.in
Monday, December 8, 2025
16.1 C
Bhubaneswar

ଖାସ୍‍ ଉପାୟରେ ୨୦୨୧କୁ ସ୍ୱାଗତ କଲେ ଅକ୍ଷୟ, ଶେୟାର କଲେ ଭିଡିଓ

ନୂଆଦିଲ୍ଲୀ: ଆସିଯାଇଛି ନୂଆବର୍ଷ ଅର୍ଥାତ୍‍ ବର୍ଷ ୨୦୨୧। କରୋନା ମହାମାରୀ ପାଇଁ ନୂତନ ବର୍ଷର ସେଲିବ୍ରେସନ୍‍ ଫିକା ପଡ଼ିଯାଇଥିବା ବେଳେ ଲୋକେ ଭିନ୍ନ ଭିନ୍ନ ଉପାୟରେ ଏହାକୁ ସ୍ୱାଗତ କରିଛନ୍ତି। ବଲିଉଡ଼୍‍ ଷ୍ଟାର୍‍ ମାନେ ମଧ୍ୟ ମହାମାରୀକୁ ଦୃଷ୍ଟିରେ ରଖି ନିଜ ନିଜ ଶୈଳୀରେ ନୂଆବର୍ଷ ପାଳନ କରିଛନ୍ତି। କିନ୍ତୁ ବଲିଉଡ଼ର ଖିଲାଡ଼ି ବୟ ଅକ୍ଷୟ କୁମାରଙ୍କ ନୂତନ ବର୍ଷକୁ ସ୍ୱାଗତ କରିବାର ଶୈଳୀ କିଛି ଖାସ୍‍ ଥିଲା।

- Advertisement -

ଅକ୍ଷୟ ଇନଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରି ସମସ୍ତଙ୍କୁ ନୂତନ ବର୍ଷର ଶୁଭେଚ୍ଛା ଜଣାଇଛନ୍ତି। ଭିଡିଓରେ ସେ ୨୦୨୧ ବର୍ଷର ପ୍ରଥମ ସୂର୍ୟ୍ୟୋଦୟକୁ କ୍ୟାମେରାରେ କଏଦ୍‍ କରିଛନ୍ତି। ଆଶାର ଏହି ନୂତନ କିରଣ ସହିତ ଅକ୍ଷୟ ଗାୟତ୍ରୀ ମନ୍ତ୍ର ଜପ କରୁଥିବା ଦେଖିବାକୁ ମିଳିଛି। ଭିଡିଓ ସହିତ ସେ ଲେଖିଛନ୍ତି, “ଏହା ହେଉଛି ୨୦୨୧ ବର୍ଷର ପ୍ରଥମ ସୂର୍ୟ୍ୟୋଦୟ। ମୁଁ ସମସ୍ତଙ୍କ ସୁଖ ଏବଂ ସମୃଦ୍ଧି କାମନା କରୁଛି। ସମସ୍ତଙ୍କୁ ନୂଆ ବର୍ଷର ଶୁଭେଚ୍ଛା”।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories