www.samajalive.in
Friday, December 12, 2025
26.1 C
Bhubaneswar

ମନ ନେଇଗଲେ ଭୂମିକା

ଭୁବନେଶ୍ୱର : ଓଲିଉଡର ଚୁଲବୁଲି ନାୟିକା ଭୂମିକା ମନ ନେଇଗଲେ। ତାଙ୍କୁ ଝୁରି ହେଉଛନ୍ତି ଜଣେ ନୂଆ ନାୟକ। ଏ ଦୁହିଁଙ୍କ ପ୍ରେମ କାହାଣୀକୁ ନେଇ ନିର୍ମିତ ହେଉଛି ନୂଆ ଓଡ଼ିଆ ଚିତ୍ର ‘ମନ ମୋ ନେଇଗଲୁରେ।’ ସୁମା ରିଅଲ ମିଡ଼ିଆ ନିବେଦିତ ଏହି ଚିତ୍ରର ପ୍ରଯୋଜନାରେ ସୁନୀଲ କୁମାର ଦାସ ଥିବାବେଳେ କାହାଣୀ ରଚନା କରିଛନ୍ତି ଦିଲୀପ କୁମାର ଦାସ। ନିର୍ଦେଶନାରେ ସଞ୍ଜୟ ନାୟକ ଥିବାବେଳେ ସ୍ବର ସଂଯୋଜନା କରିଛନ୍ତି ବୈଦ୍ୟନାଥ।

କଲେଜ ଜୀବନରେ ବାଟବଣା ହେଉଥିବା ଯୁବପିଢ଼ିଙ୍କୁ ଏହି ଚିତ୍ର ନୂତନ ଦିଗ୍‌ଦର୍ଶନ ଦେବ ବୋଲି କୁହାଯାଉଛି। ଭୂମିକାଙ୍କ ବିପକ୍ଷରେ ଜଣେ ନୂଆ ମୁହଁ ନାୟକ ଭୂମିକାରେ ଅବତୀର୍ଣ୍ଣ ହେବେ। ଅନ୍ୟମାନଙ୍କ ମଧ୍ୟରେ ଗୁଡୁ, ଜ୍ଞାନ, ପ୍ରେମାଞ୍ଜନ ପରିଡ଼ା, ଅଶ୍ରୁମୋଚନ, ବିଜୁ ବଡ଼ଜେନା, ଜୀବନ ପଣ୍ଡା ପ୍ରମୁଖ ଏଥିରେ ଅଭିନୟ କରୁଛନ୍ତି।

Hot this week

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

Related Articles

Popular Categories