www.samajalive.in
Wednesday, December 10, 2025
23.1 C
Bhubaneswar

କରୋନା ସଙ୍କଟ ମଧ୍ୟରେ ଆସିଲା ଆଶ୍ବସ୍ତି: ଖୁଚୁରା ମୁଦ୍ରାସ୍ଫୀତି ୬.୯୩%କୁ ହ୍ରାସ

କରୋନା ସଙ୍କଟ ମଧ୍ୟରେ ଭାରତୀୟଙ୍କ ପାଇଁ ଆଶ୍ବସ୍ତିର ଖବର । ଖୁଚୁରା ମୁଦ୍ରାସ୍ଫୀତି ଗତମାସଠାରୁ ପ୍ରାୟ ୦.୮% ହ୍ରାସ ପାଇ ୭% ତଳକୁ ଖସିଛି । ଅକ୍ଟୋବର ମାସରେମୁଦ୍ରାସ୍ଫୀତି ୭.୬୧% ଥିବାବେଳେ ନଭେମ୍ବରେ ଏହା ୬.୯୩କୁ ହ୍ରାସ ପାଇଥିବା ସରକାରୀ ଭାବେ କୁହାଯାଇଛି । ସିପିଆଇ (କଞ୍ଜୁମର ପ୍ରାଇସ ଇଣ୍ଡେକ୍ସ) ତଥ୍ୟ ଅନୁସାରେ ସାମଗ୍ରୀକ ମୁଦ୍ରାସ୍ଫୀତି ଅକ୍ଟୋବର ମାସରେ ୧୧% ଥିବାବେଳେ ନଭେମ୍ବର ମାସରେ ୯.୪୩%କୁ କମିଛି ।  ଖାଦ୍ୟ ଏବଂ ପାନୀୟର ମୂଲ୍ୟରେ କ୍ରମାଗତ ହ୍ରାସ ହେତୁ ସିପିଆଇ ଆଂଶିକ ହ୍ରାସ ପାଇଛି।

ତେବେ କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ହୋଲସେଲ ମୂଲ୍ୟଭିତ୍ତିକ ମୁଦ୍ରାସ୍ଫୀତି ଗତ ୯ ମାସ ମଧ୍ୟରେ ୧.୫୫% ବୃଦ୍ଧି ପାଇଛି । ଗତ ୨୦୨୦ ଅକ୍ଟୋବରରେ ହୋଲସେଲ୍ ପ୍ରାଇସ ଇଣ୍ଡେକ୍ସ (ଡ଼ବ୍ଲୁପିଆଇ) ମୁଦ୍ରାସ୍ଫୀତି ୧.୪୮% ଥିବାବେଳେ ଗତ ବର୍ଷ ନଭେମ୍ବରରେ ଏହା ୦.୫୮% ରହିଥିଲା । ଫେବ୍ରୁଆରୀ ୨୦୨୦ରେ ଏହା ୨..୨୬%ରେ ପହଞ୍ଚି ଯାଇଥିଲା ।

Hot this week

ସୀମା ଟପିଲା ବର୍ବରତା: ୬ବର୍ଷର ଝିଅ ସହିତ ନିର୍ଭୟା ପରି ଘଟଣା

ସମାଜ ଡିଜିଟାଲ ଡେସ୍କ: ଗୁଜୁରାଟର ରାଜକୋଟରେ ଚାଞ୍ଚଲ୍ୟ । ଜଣେ ନିର୍ଦ୍ଦୋଷ,...

ଜେଲ୍‌ ଅଛି ତ ବେଲ୍‌ ଅଛି

କଥା କଥାକେ ଆମ ସମାଜରେ ଅସାମାଜିକ ଲୋକଙ୍କ ମୁହଁରେ ଏହି ବାକ୍ୟ...

ବିପୁଳ ମାଓ ସାମଗ୍ରୀ ଠାବ

ବାଲିଗୁଡା : ବାଲିଗୁଡା ବିଏସ୍‌ଏଫ୍ ଯବାନଙ୍କୁ ବଡ ସଫଳତା ମିଳିଛି। ବଡ଼ଧରଣର...

ଚିନ୍ତାକଳ୍ପ : ଦୃଷ୍ଟିକୋଣ

ଦୃଷ୍ଟିକୋଣ (ଆଭିମୁଖ୍ୟ)ରେ ପରିବର୍ତ୍ତନ ସବୁଠାରୁ ବଡ଼ ପରିବର୍ତ୍ତନ ବୋଲି କୁହାଯାଇଥାଏ। ଆପଣାର...

ସମ୍ପାଦକୀୟ : ଭୂମିକମ୍ପ ବିପତ୍ତି

ଭାରତର ସହରାଞ୍ଚଳ ପାଇଁ ସତର୍କ ଘଣ୍ଟି ଜାପାନରେ ଗତ ୮ ତାରିଖ ଦିନ...

Related Articles

Popular Categories