www.samajalive.in
Sunday, December 7, 2025
23.1 C
Bhubaneswar

ଅସହାୟଙ୍କ ବନ୍ଧୁ ସାଜିଛନ୍ତି ଗୋପବନ୍ଧୁ 

କେଶଦୁରାପାଳ : ଆନନ୍ଦପୁର ଅଞ୍ଚଳରେ ଯଦି କୌଣସି ଅସହାୟ କିମ୍ବା କୌଣସି ପାଗଳ ଭିକାରୀଙ୍କୁ ଏମାନେ ଦେଖନ୍ତି ସାଙ୍ଗେ ସାଙ୍ଗେ ଆଗେଇ ଆସନ୍ତି ସାହାଯ୍ୟ କରିବାକୁ, ଧିରେ ଧିରେ ତାଙ୍କ ସହିତ ଯୋଡି ହେଇଗଲେ ଆଉ କେତେଜଣ ଯୁବକ ଯୁବତୀ, ସେମାନେ ମିଶି  ତିଆରି କଲେ ସାମାଜିକ ସହାୟତା ଗୋଷ୍ଠି ଟ୍ରଷ୍ଟ। କେନ୍ଦୁଝର, ଜିଲା ଆନନ୍ଦପୁର ଠାରୁ ଆରମ୍ଭ ହେଲା ସେବା କାମ ଆଉ ତାପରେ ଆଗେଇ ଚାଲିଲେ ସମାଜ ସେବାରେ। ଏମିତି ଓଡିଶାର ବିଭିନ୍ନ ସ୍ଥାନକୁ ଯାଇ ଅସହାୟମାନଙ୍କୁ କମ୍ବଳ, ସୁଖିଲା ଖାଦ୍ୟ, ଡ୍ରେସ୍, ଏପରିକି ଯଦି କୌଣସି ରୋଗୀର ରକ୍ତ ଦରକାର ପଡୁଛି। ଏହି ଗ୍ରୁପର ସଦସ୍ୟ ମାନେ ଆଗେଇ ଆସନ୍ତି। ସେମାନଙ୍କର ଏହି କାମକୁ ବିଭିନ୍ନ ମହଲରେ ଲୋକମାନେ ପ୍ରସଂଶା କରୁଚନ୍ତି। ଆମ ସାମ୍ବାଦିକ ସେହି ଗ୍ରୁପ୍ କୁ ଭେଟିଥିଲେ ହରିଚନ୍ଦନପୁର ବ୍ଲକ ପିଠାଗୋଳା ପଚାଂୟତରେ, ସେଠାରେ ସେମାନେ ଏକ ଜୁଆଙ୍ଗ ବସ୍ତିରେ କମ୍ବଳ, ସୁଖିଲା ଖାଦ୍ୟ ବାଣ୍ଟୁଥିଲେ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories