www.samajalive.in
Friday, December 12, 2025
15.1 C
Bhubaneswar

କେଉଁ ପାଦ ପାଇଁ କେଉଁ ଚପଲ

ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ନିମନ୍ତେ ଭିନ୍ନ ଭିନ୍ନ ଦ୍ରବ୍ୟ ବ୍ୟବହାର କରାଯାଇଥାଏ। ଭିନ୍ନ ଭିନ୍ନ ପୋଷାକ ସହ ଭିନ୍ନ ଭିନ୍ନ ଚପଲ ମଧ୍ୟ ଶରୀରର ସୌନ୍ଦର୍ଯ୍ୟକୁ ବୃଦ୍ଧି କରିଥାଏ। ମାତ୍ର କେଉଁ ଭଳି ପାଦରେ କିଭଳି ଚପଲ ପିନ୍ଧିଲେ ପାଦର ସୌନ୍ଦର୍ଯ୍ୟ ବଢିବା ସହ ନାନା ରୋଗରୁ ମଧ୍ୟ ମୁକ୍ତି ମିଳିଥାଏ ସେ ବିଷୟରେ ଜାଣନ୍ତୁ।
ପାଦ ଲମ୍ବା ଥିଲେ ଅଧିକ ଚଉଡ଼ା ବିଶିଷ୍ଟ ଚପଲ ପିନ୍ଧିବା ଉଚିତ ନୁହେଁ। ଏହା ଦ୍ୱାରା ପାଦରେ ଯନ୍ତ୍ରଣା ହେବା ସହ ଚପଲ ଓ ପାଦର ସୁନ୍ଦରତା କମିଥାଏ।
ପାଦ ସାମାନ୍ୟ ଚଉଡ଼ା ଥିଲେ ସରୁ ଫିତା ଯୁକ୍ତ ସାମାନ୍ୟ ଚଉଡ଼ା ଚପଲ ପିନ୍ଧିଲେ ଏହା ପାଦର ସୁନ୍ଦରତା ବଢାଇଥାଏ।


ପାଦର ରଙ୍ଗ ଅଧିକ ଗୋରା ନ ଥିଲେ କମ ଫିତା ବିଶିଷ୍ଟ ଚପଲ ପିନ୍ଧିବା ଉଚିତ ନୁହେଁ। ଏହା ଦ୍ୱାରା ପାଦରେ ଚପଲର ଦାଗ ହୋଇଯାଏ। ଏଭଳି ରଙ୍ଗର ପାଦ ନିମନ୍ତେ କଳା,ମାଟିଆ ରଙ୍ଗର ଚପଲ ଅଥିକ ସୁନ୍ଦର ଲାଗିଥାଏ।
ପାଦର ରଙ୍ଗ ଗୋରା ଥିଲେ ସମସ୍ତ ରଙ୍ଗର ଚପଲ ପିନ୍ଧି ପାରିବେ ମାତ୍ର କମ ଫିତା ବିଶିଷ୍ଟ ଚପଲ ପିନ୍ଧିଲେ ପାଦର ରଙ୍ଗ କଳା ପଡ଼ି ନ ଥାଏ।
ଗାଡ଼ି ମାନଙ୍କରେ ଯିବା ଆସିବା ସମୟରେ ଅଧିକ ଉଚ୍ଚତା ଥିବା ଚପଲ ପିନ୍ଧିବା ଦ୍ୱାରା ଅଣ୍ଟା ଯନ୍ତ୍ରଣା ହୋଇ ନଥାଏ।
ଚାଲିକି ଯିବା ସମୟରେ ସାମାନ୍ୟ ଉଚ୍ଚତା ଥିବା ଚପଲ ବ୍ୟବହାର କରିବା ଉଚିତ। ଚପଲର ଉଚ୍ଚତା ସମାନ ବିଶିଷ୍ଟ ହୋଇଥିଲେ ମଧ୍ୟ ପାଦରେ ଯନ୍ତ୍ରଣା ହୋଇ ନ ଥାଏ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories