www.samajalive.in
Monday, December 8, 2025
14.1 C
Bhubaneswar

ବୁର୍ଲାରେ ଜୁଆଖେଳ : ୭ ଜଣ ଗିରଫ, ୭୧ ହଜାର ୮୧୦ ଟଙ୍କା ଜବତ

ବୁର୍ଲା : ବୁର୍ଲା ଲକ୍ଷ୍ମୀପୂଜା ଛକ ନିକଟରେ ଗତକାଲି ବୁର୍ଲା ପୁଲିସ ଚଢାଉ କରି ୭ ଜଣ ଜୁଆଡୀ ଙ୍କୁ ଗିରଫ କରିବା ସହିତ ତାଙ୍କ ଠାରୁ ୭୧ ହଜାର ୮୧୦ ଟଙ୍କା ପୁଲିସ ଜବଦ କରିବା ସହିତ ୫୨ ଟି ତାସ ଏବଂ ଖେଳରେ ବ୍ୟବହାର କରାଯାଇଥିବା ଅନ୍ୟାନ୍ୟ ସାମଗ୍ରୀକୁ ଜବତ କରିଥିବା ଜଣାପଡିଛି। ତେବେ ଏହି ଘଟଣା ରେ ଗିରଫ ହୋଇଥିବା ୭ ଜଣଙ୍କୁ ପୁଲିସ ଗତକାଲି ରାତିରେ ହିଁ ଥାନାରୁ ଜାମିନରେ ତାଙ୍କୁ ଦେଇଥିବା ଜଣାପଡିଛି।

ତେବେ ଏହି ୭ ଜଣଙ୍କ ମଧ୍ୟରେ ବୁର୍ଲା ସହରର ପ୍ରଭାବଶାଳୀ ବ୍ୟକ୍ତି ବୋଲି ଜଣାପଡିଛି। ସୁରେନ୍ଦ୍ର ବିଶ୍ୱାଳ, ସନ୍ତୋଷ ସାହୁ, ସନ୍ତୋଷ ସେଠୀ, ହରିଶଙ୍କର ପଣ୍ଡା, ସୁଶିଲ କୁମାର ନିଆଲ, ଜ୍ୟୋତିପ୍ରକାଶ ମହାପାତ୍ର ଏବଂ ସରୋଜ ବେହେରା ପ୍ରମୁଖଙ୍କୁ ପୁଲିସ ଗିରଫ୍‍ କରିଥିବା ପୁଲିସ ସୁତ୍ରରୁ ପ୍ରକାଶ। ସୂଚନା ଥାଉକି ଗତକାଲି ରାତି ସମୟ ପ୍ରାୟ ୯ ଟା ୩୦ ମିନିଟରେ ଲକ୍ଷ୍ମୀପୂଜା ଛକ ନିକଟରେ ଥିବା ପିପଲ ଗଛ ପାଖରେ ଏହି ଜୁୟା ଖେଳ ଚାଲିଥିବା ପୁଲିସ ପାଖରେ ଖବର ପହଞ୍ଚିଥିଲା। ଏହାପରେ ବୁର୍ଲା ପୁଲିସର ଏକ ଟିମ ଅଚାନକ ସେଠାରେ ଚଢାଉ କରିଥିବା ପୁଲିସ ସୂତ୍ରରୁ ସୂଚନା ମିଳିଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories