www.samajalive.in
Sunday, December 7, 2025
14.1 C
Bhubaneswar

‘ବଧାଇ ଦୋ’ରେ ରାଜକୁମାର-ଭୂମି ଯୋଡ଼ି

ମୁମ୍ବଇ: ଜାତୀୟ ପୁରସ୍କାର ପ୍ରାପ୍ତ ଲୋକପ୍ରିୟ ଚଳଚ୍ଚିତ୍ର ‘ବଧାଇ ହୋ’କୁ ରବିବାର ଦୁଇ ବର୍ଷ ପୂର୍ତି ହୋଇଛି। ଏହି ଅବସରରେ ଫିଲ୍ମର ସିକ୍ୱେଲକୁ ନେଇ ସାମାଜିକ ଗଣମାଧ୍ୟମରେ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି। ଅଭିନେତା ରାଜକୁମାର ରାଓ ଏବଂ ଅଭିନେତ୍ରୀ ଭୂମି ପେଡନେକର ନିଜ ଇନ୍‍ଷ୍ଟାଗ୍ରାମରେ ‘ବଧାଇ ହୋ’ର ସିକ୍ୱେଲ ‘ବଧାଇ ଦୋ’ ବିଷୟରେ ସମ୍ୟକ୍‍ ସୂଚନା ଦେଇଛନ୍ତି। ଏଥିରେ ଉଭୟ କଳାକାର ନାୟକ ଓ ନାୟିକା ଭାବେ ନଜର ଆସିବେ। ରାଜକୁମାର ଭୂମିଙ୍କ ସହ ଏକ ଫଟୋ ଶେୟାର କରିଛନ୍ତି। ଏହାସହିତ ସୂଚନା ଦେଇଛନ୍ତି ଯେ, ଚଳଚ୍ଚିତ୍ରର ଶୁଟିଂ ଆସନ୍ତା ବର୍ଷ ଜାନୁଆରୀ ମାସରୁ ଆରମ୍ଭ ହେବ।

ନିର୍ଦ୍ଦେଶକ ହର୍ଷବର୍ଦ୍ଧନ କୁଲ୍‍କର୍ଣ୍ଣି ଏହାର ନିର୍ଦ୍ଦେଶନା ଭାର ବହନ କରିଛନ୍ତି। ଏଥିରେ ରାଜକୁମାର ରାଓ ଜଣେ ପୁଲିସ ଅଧିକାରୀ ଭୂମିକାରେ ଅଭିନୟ କରୁଥିବା ବେଳେ ଭୂମି ପିଟି ଶିକ୍ଷୟିତ୍ରୀ ଭୂମିକାରେ ନଜର ଆସିବେ।

Hot this week

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’

କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ...

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

Related Articles

Popular Categories