www.samajalive.in
Sunday, December 7, 2025
23.1 C
Bhubaneswar

ଚର୍ମର ଯତ୍ନ ପାଇଁ ଆବଶ୍ୟକୀୟ ଟିପ୍ସ

ଖରାରେ ଯିବାଆସିବା କରିବା ସମୟରେ ସୂତା ପୋଷାକ ପରିଧାନ କରନ୍ତୁ।
ବଜାରରେ ବିକ୍ରି ହେଉଥିବା ତେଲ ଛଣା ଦ୍ରବ୍ୟକୁ ଅତ୍ୟଧିକ ଖାଇବା ଦ୍ୱାରା ଏହି ଚର୍ମ ଏଲର୍ଜି ହୋଇଥାଏ। ଏହାର ପ୍ରଭାବରେ ପେଟରେ କୃମି ସମସ୍ୟା ହୋଇଥାଏ।
ଏକ୍ସପାରୀ ହୋଇଥିବା ଦ୍ରବ୍ୟର ଅଜାଣତରେ ବ୍ୟବହାର କରିବା ଦ୍ୱାରା ମଧ୍ୟ ଚର୍ମ ରୋଗ ସୃଷ୍ଟି ହୋଇଥାଏ।
ଯେଉଁ ପ୍ରକାରର ମେକଅପ ଦ୍ରବ୍ୟ ଲଗାଇଲେ ଆପଣଙ୍କ ଚର୍ମ ଉପରେ କୌଣସି ସମସ୍ୟା ନ ହେଉଥାଏ, ସେଭଳି ମେକଅପ ଦ୍ରବ୍ୟର ବ୍ୟବହାର କରନ୍ତୁ।
ଅତ୍ୟଧିକ ମେକଅପର ବ୍ୟବହାର କରନ୍ତୁ ନାହିଁ।
ଅତ୍ୟଧିକ ଗରମ ବା ଖରା ହେବା ଦ୍ୱାରା ଚର୍ମ ଉପରେ ବହୁ ପ୍ରଭାବ ପଡ଼ିଥାଏ।
ପ୍ରଚୁର ପରିମାଣରେ ପାଣି ପିଅନ୍ତୁ।
କିଛି ଘରୋଇ ଉପାୟ ଅବଲମ୍ବନ କରି ଆମେ ଚର୍ମ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ପାଇପାରିବା
ହଳଦୀରେ ଆଣ୍ଟିଅକ୍ସିଡ଼ାଣ୍ଟ ରହିଛି। ତେଣୁ ହଳଦୀ ଲଗାଇଲେ ଚର୍ମରୋଗରୁ ମୁକ୍ତି ମିଳେ।
ନିୟମିତ ଗାଧୋଇଲା ବେଳେ ସାମାନ୍ୟ ଉଷୁମ ପାଣିର ବ୍ୟବହାର କରନ୍ତୁ।
ଅନ୍ୟମାନେ ବ୍ୟବହାର କରୁଥିବା ସାବୁନକୁ ଆପଣ ବ୍ୟବହାର କରନ୍ତୁ ନାହିଁ।
ଚର୍ମ ସମ୍ବନ୍ଧୀୟ ଅଧିକ ସମସ୍ୟା ଥିଲେ ଡ଼ାକ୍ତରଙ୍କ ପରାମର୍ଶ ନିଶ୍ଚୟ ନିଅନ୍ତୁ।
ବିଭିନ୍ନ କାରଣରୁ ଆମକୁ ଏହି ଚର୍ମ ସମ୍ବନ୍ଧୀୟ ଅସୁବିଧା ହୋଇଥାଏ। ଖରାପ ଖାଦ୍ୟପେୟ କାରଣରୁ ଓ ପାଣି କାରଣରୁ ଏହି ସମସ୍ୟା ଅଧିକ ହୋଇଥାଏ।
ଏହାର ପ୍ରଭାବ ଚର୍ମ ଉପରେ ପଡ଼ିଥାଏ। ଫଳରେ ଚର୍ମ କୁଣ୍ଡାଇ ହେବା, ଲାଲ ରଙ୍ଗର ଦାଗ ହେବା ଆଦି ହୋଇଥାଏ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories