ଘରେ ଲାଫିଙ୍ଗ୍‍ ବୃଦ୍ଧ ରଖିବାର କାରଣ ଜାଣନ୍ତୁ

0

ଲାଫିଙ୍ଗ ବୃଦ୍ଧକୁ ସର୍ବଦା ଘରର ମୁଖ୍ୟଦ୍ୱାର ନିକଟରେ ରଖନ୍ତୁ। ଯେପରି ଏହା ଗୃହରେ ପ୍ରବେଶ କରିବା ପରେ ଘରର ସଦସ୍ୟ ମାନଙ୍କ ନଜରେ ଆସୁଥିବ। ଏହ ଦ୍ୱାରା ପରିବାରର ଉନ୍ନତି ଘଟିିଥାଏ।
ଏହାଙ୍କ ଯୋଗୁ ଘରେ ସୁଖଶାନ୍ତି ଓ ଆର୍ଥିକ କ୍ଷେତ୍ରରେ ମଧ୍ୟ ଖୁବ ଉନ୍ନତି ଘଟିଥାଏ।
ଏହାଙ୍କୁ ମାଟି କିମ୍ବା ପିତ୍ତଳର କିଣି ହେବ।
ଏହାଙ୍କୁ ସର୍ବଦା ସଫା ରଖିବା ଉଚିତ। ଏହା ଦ୍ୱାରା ଘରେ ଧନର ହାନି ହୋଇ ନଥାଏ।
ମାତ୍ର ଏହାକୁ ତଳେ ବା ଖାଲି ଚଟାଣରେ ରଖିବା ଉଚିତ ନୁହେଁ। ଏହା ଦ୍ୱାରା ମାନ ହାନି ହୋଇଥାଏ।
ଏହାକୁ ଘରେ ରଖିବା ଦ୍ୱାରା ମଧ୍ୟ ଘରର ସଦସ୍ୟ ମାନଙ୍କ ସ୍ୱାସ୍ଥ୍ୟ ଭଲ ରହିଥାଏ।
ଏହା ଘରେ ରଖିବା ଦ୍ୱାରା ନିଜର ଧର୍ଯ୍ୟ ଓ ସହନ ଶକ୍ତି ମଧ୍ୟ ବଢିଥାଏ।
ଏହା କାର୍ଯ୍ୟାଳୟରେ ବା ଅଫିସରେ ରଖିବା ଦ୍ୱାରା ବ୍ୟବସାୟରେ ଖୁବ ଲାଭ ହୋଇ୍‍ଥାଏ।

kalyan agarbati
Leave A Reply