www.samajalive.in
Tuesday, December 9, 2025
15.1 C
Bhubaneswar

ଜିଲା ଆଶାକର୍ମୀ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ

ନବରଙ୍ଗପୁର: ଭାରତୀୟ ମଜଦୂର ସଂଘ ଦ୍ୱାରା ପରିଚାଳିତ ଓଡିଶା ରାଜ୍ୟ ଆଶାକର୍ମୀ ସଂଘର ଆହ୍ୱାନକ୍ରମେ ନବରଙ୍ଗପୁର ଜିଲା ଆଶାକର୍ମୀ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲାପାଳଙ୍କୁ ଦାବୀପତ୍ର ପ୍ରଦାନ କରିଛନ୍ତି। ଭାରତୀୟ ମଜଦୁର ସଂଘର ସମ୍ପାଦକ ପରମେଶ୍ୱର ବିଷୋୟୀ, ଉପସଭାପତି ରଙ୍କନାଥ ଜେନା, କୋଠାବାଡି ସଂଘର ସମ୍ପାଦକ ରାମ ବିଷୋୟୀ, ଆଶା କର୍ମୀ ସଂଘର ଦେବକୀ ଭତରା, ସମ୍ପାଦିକା ସଞୁ ନାୟକ, ଗୀତାଞଳି ହରିଜନ ପ୍ରମୂଖ ଯୋଗ ଦେଇ ଦାବୀପତ୍ର ପ୍ରଦାନ କରିଛନ୍ତି। ଜାତୀୟ ସ୍ୱାସ୍ଥ୍ୟ ମିଶନକୁ ସ୍ଥାୟୀ କରାଯିବା, ଆଶାକର୍ମୀ ମାନଙ୍କୁ ସରକାରୀ ଚାକିରୀର ମାନ୍ୟତା ପ୍ରଦାନ କରାଯିବା, ସାମାଜିକ ସୁରକ୍ଷା (ଇପିଏଫ ଓ ଇଏସଆଇ) ଯୋଗାଇ ଦିଆଯିବା, କୋଭିଡ-୧୯ ପାଇଁ ଅନ୍ୟ ସ୍ୱାସ୍ଥ୍ୟ କର୍ମୀଙ୍କ ଭଳି ଅଶାକର୍ମୀମାନଙ୍କୁ ମାସିକ ୫ହଜାର ଟଙ୍କା ପ୍ରଦାନ, ପିପିଇ କିଟ, ସେନିଟାଇଜର, ହେଣ୍ଡୱାସ, ଗ୍ଲବ୍ସ ଇତ୍ୟାଦି ଯୋଗାଇଦେବା ଓ କୋଭିଡ-୧୯ କାର୍ଯ୍ୟକରୁଥିବା ସମୟରେ ମୃତ୍ୟୁବରଣ କଲେ କେନ୍ଦ୍ର ସରକାରଙ୍କର ଦ୍ୱାରା ଘୋଷିତ କରୋନା ଯୋଦ୍ଧା ରାଶି ୫୦ ଲକ୍ଷ ଟଙ୍କା ପ୍ରଦାନ କରାଯିବାକୁ ଦାବୀ କରାଯାଇଛି।

 

- Advertisement -

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories