www.samajalive.in
Monday, December 8, 2025
20.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ଆଫଗାନିସ୍ତାନରେ ଶାସକ ତାଲିବାନର ନୂଆ କଟକଣା.. ମହିଳାମାନେ ଏକାଠି ବସି ପାଟି କରି ପଢ଼ିପାରିବେନି କୁରାନ..

ଆସନ୍ତା ନଭେମ୍ବର ୨୬ ତାରିଖରୁ ଶୀତକାଳୀନ ବିଧାନସଭା.. ଚଳିତଥର ରହିଛି ୩୦ କାର୍ଯ୍ୟଦିବସ.. ଡିସେମ୍ବର ୩୧ରେ ଶେଷ ହେବ ଅଧିବେଶନ.. ପ୍ରଥମ ଦିନରେ ଅତିରିକ୍ତ ବଜେଟ..

- Advertisement -

ବିମାନ ପ୍ରଶିକ୍ଷଣ ପ୍ରତିଷ୍ଠାନ ପାଇଁ ୮ଟି ଏୟାରଷ୍ଟ୍ରିପ୍ ଲିଜ୍ ଦେବ ଓଡ଼ିଶା..

ଯାତ୍ରାରେ ଅଶ୍ଳୀଳ ନୃତ୍ୟ ରୋକିବା ପାଇଁ ଆଇନ ଆଣିବେ ସରକାର.. କହିଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ..

ଜଣେ ମହିଳାଙ୍କ ସମେତ ୩ ଜଣ ମହାକାଶଚାରୀଙ୍କୁ ମହାକାଶ ପଠାଇଲା ଚୀନ..

ଦିନକ ପରେ ପୟା ଶ୍ରାଦ୍ଧ ଓ ଦୀପାବଳି..  ଏଥିପାଇଁ ପୁରୀରେ ସ୍ଵତନ୍ତ୍ର ବ୍ୟବସ୍ଥା, ସିଂହଦ୍ଵାର ଏବଂ ନିର୍ଦ୍ଦିଷ୍ଟ ଚିହ୍ନିତ ସ୍ଥାନରେ କାଉଁରିଆ ଜାଳି ପାରିବେ ଶ୍ରଦ୍ଧାଳୁ, ଭିଡ ନିୟନ୍ତ୍ରଣ ପାଇଁ ପୁଲିସର ବ୍ୟାପକ ବ୍ୟବସ୍ଥା..

ସୁନ୍ଦରଗଡରେ ଗୋଷ୍ଠୀ ସଂଘର୍ଷ, ୫ ମୃତ.. ସଦର ଥାନା କରମଡିହି ଗୀତାପଡାରେ ମଧ୍ୟରାତ୍ରିରେ ଦୁଇ ଯାଜାବର ଗୋଷ୍ଠୀଙ୍କ ମଧ୍ୟରେ ଭୟଙ୍କର ସଂଘର୍ଷ, ୩ ମହିଳାଙ୍କ ସମେତ ୫ ମୃତ, ଦୁଇ ଆହତ.. ସୁନ୍ଦରଗଡ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି.. ପରକୀୟା ପ୍ରୀତିରୁ ସଂଘର୍ଷ ସୂଚନା..

ଡେରାବିଶ ସିଡିପିଓ ସ୍ନେହଲତା ସାହୁଙ୍କୁ ଅପସାରଣ.. ନିରପେକ୍ଷ ତଦନ୍ତ ପାଇଁ ବ୍ଲକ ଅଫିସରୁ ଅପସାରଣ କରାଯାଇଥିବା ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଟ୍ବିଟ୍.. ସିଡିପିଓଙ୍କ ନିର୍ଯ୍ୟାତନାରୁ କିରାଣୀଙ୍କ ଗର୍ଭ ନଷ୍ଟ ଅଭିଯୋଗ ଥିଲା.. ଏ ନେଇ ଜିଲ୍ଲାପାଳଙ୍କୁ ତଦନ୍ତ ନିର୍ଦେଶ ଦେଇଥିଲେ ଉପମୁଖ୍ୟମନ୍ତ୍ରୀ..

ନଭେମ୍ବର ମାସରୁ ନୂଆ ରାସନ କାର୍ଡ ପାଇବେ ହିତାଧିକାରୀ.. କହିଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର..

ତୃତୀୟ ପର୍ଯ୍ୟାୟରେ ଅଙ୍ଗନବାଡି କର୍ମୀଙ୍କୁ ମିଳିବ ସୁଭଦ୍ରା ଟଙ୍କା.. ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ସୂଚନା..

ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗଙ୍କ ବିରୋଧରେ ପତ୍ନୀହତ୍ୟା ମାମଲା: ଗୁଣପୁରର ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗଙ୍କ ଆଜୀବନ କାରାଦଣ୍ଡାଦେଶ ହାଇକୋର୍ଟରେ କାଏମ.. ଭୁବନେଶ୍ୱର ଅତିରିକ୍ତ ଜିଲା ଜଜଙ୍କ ଆଦେଶ ବିରୋଧରେ ଗମାଙ୍ଗ ଦାଖଲ କରିଥିବା ଆବେଦନ ଖାରଜ..

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories