BJD Bijuli 480×75 Mob

ଆଜି ବିଶ୍ବ ହସ୍ତୀ ଦିବସ

BJD Bijuli 480×75 Mob

ହସ୍ତୀ ସଂରକ୍ଷଣ ଓ ସୁରକ୍ଷା ପାଇଁ ୨୦୧୧ରେ କାନାଡାର ଚଳଚ୍ଚିତ୍ର ନିର୍ମାତା ପାଟ୍ରିସିଆ ସିମ୍‌ସ ଓ ମାଇକେଲ୍‌ କ୍ଲାର୍କ ତଥା ଥାଇଲାଣ୍ଡସ୍ଥିତ ‘ଏଲିଫ୍ୟାଣ୍ଟ୍‌ ରିଇଣ୍ଟ୍ରଡକ୍ସନ ଫାଉଣ୍ଡେସନ’ର ସଦସ୍ୟ-ସଚିବ ସିବାପୋର୍ଣ୍ଣ ଦର୍ଦରାନନ୍ଦଙ୍କ ଦ୍ବାରା ଏହି ଦିବସର ପରିକଳ୍ପନା କରାଯାଇଥିଲା। ୨୦୧୨ ଆଜିର ଦିନରୁ ଏହି ଦିବସ ପାଳନ ଆରମ୍ଭ ହୋଇଥିଲା। ବର୍ତ୍ତମାନ ବିଶ୍ବର ୬୫ଟି ପ୍ରମୁଖ ବନ୍ୟଜନ୍ତୁ ସଂଗଠନ ଏହି ଦିବସକୁ ସ୍ବୀକୃତି ଦେବା ସହ ପାଳନ କରୁଛନ୍ତି। ଆମ ଦେଶ ଓ ରାଜ୍ୟରେ ହାତୀ-ମଣିଷ ସଂଘର୍ଷ ସାଧାରଣ କଥା ହୋଇଛି। ମଣିଷର ରକ୍ଷା ସହ ଏହି ବିରଳ ବନ୍ୟଜନ୍ତୁର ସୁରକ୍ଷା ମଧ୍ୟ ଜରୁରୀ।

Comments are closed.