ପହଞ୍ଚିଲା ରଥଦଉଡ଼ି

0

ଶ୍ରୀଜୀଉଙ୍କ ରଥଟଣା ପାଇଁ ବୁଧବାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ପହଞ୍ଚିଛି ରଥଦଉଡି। ଓଡ଼ିଶା ସମବାୟ କତା ନିଗମ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ୧୪ଟି ଟଣା ଏବଂ ୨ଟି ଘେର ଦଉଡି ଯୋଗାଇ ଦିଆଯାଇଛି। ଆଉ ୭ଟି ଘେର ଦଉଡି ଆସି ପହଞ୍ଚିବ ବୋଲି ଶ୍ରୀମନ୍ଦିର ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମୀଧର ପୂଜାପଣ୍ଡା ସୂଚନା ଦେଇଛନ୍ତି।

Leave A Reply