ଯୈାନ ନିର୍ଯାତନା ମାମଲାର ତାଲିକା ମାଗିଲା ୟୁଜିସି

0

ନୂଆଦିଲ୍ଲୀ : ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟମାନଙ୍କରେ ମହିଳା ଓ ଛାତ୍ରୀ ମାନଙ୍କ ପ୍ରତି ହେଉଥିବା ଯୈାନ ନିର୍ଯାତନାର ତାଲିକା ପ୍ରସ୍ତୁତ କରି ୟୁନିଭର୍ସିଟି ଗ୍ରାଣ୍ଟସ କମିସନକୁ ପ୍ରଦାନ କରିବା ପାଇଁ ୟୁଜିସି ନିର୍ଦ୍ଦେଶ ଦେଇଛି। କେତେ ସଂଖ୍ୟକ ମାମଲା ଆସିଛି, କେତେ ସଂଖ୍ୟକ ମାମଲା ସମାଧାନ ହେଇଛି ଏବଂ କେତେ ସଂଖ୍ୟକ ମାମଲା ଏପର୍ଯ୍ୟନ୍ତ ପଡି ରହିଛି ସେସବୁର ତଥ୍ୟ ସମସ୍ତ ମହାବିଦ୍ୟାଲୟ ଓ ବିଶ୍ୱବିଦୟାଳୟ ୟୁଜିସି କୁ ଦେବା ପାଇଁ ଏହା ନିର୍ଦ୍ଦେଶ ଦେଇଛି। ଏହା ସହ ଯୈାନ ନିର୍ଯାତନା ବିଷୟରେ ଲୋକମାନଙ୍କୁ ସଚେତନ କରିବା ପାଇଁ କଣ କଣ ପଦକ୍ଷେପମାନ ନିଆଯାଉଛି ସେ ସବୁର ତଥ୍ୟ ଦେବାକୁ ମଧ୍ୟ କୁହାଯାଇଛି।

kalyan agarbati
Leave A Reply