ରାଜ୍ୟରେ ସୁସ୍ଥ ହେଲେ ଆଉ ୨୪୩ କରୋନା ଆକ୍ରାନ୍ତ : ଆରୋଗ୍ୟଙ୍କ ସଂଖ୍ୟା ୫୧୮୯କୁ ବୃଦ୍ଧି
ଭୁବନେଶ୍ବର : ରାଜ୍ୟରେ ମଙ୍ଗଳବାର ଆଉ ୨୪୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ୍ ଆରୋଗ୍ୟଙ୍କ ସଂଖ୍ୟା ୫୧୮୯କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ କରି ଏହି ସୂଚନା ଦିଆଯାଇଛି।
Marching ahead in its war against #COVID19, Odisha achieves an all time high recovery of 243 Covid patients in a day!
We salute our Covid Warriors whose unflagging efforts have enabled this.
The total recovered cases of #Odisha now stand at 5189.
(1/3)— H & FW Dept Odisha (@HFWOdisha) June 30, 2020
7 from Koraput
6 each from Baragarh & Mayurbhanj
5 from Jagatsinghpur
4 each from Cuttack, Malkangiri & Nabarangpur
2 from Balasore
1 from Kalahandi
(3/3)— H & FW Dept Odisha (@HFWOdisha) June 30, 2020
Comments are closed.