www.samajalive.in
Sunday, December 7, 2025
26.1 C
Bhubaneswar

ଭୁବନେଶ୍ଵରରୁ ୪୫୧ ଯାତ୍ରୀଙ୍କୁ ନେଇ ଦିଲ୍ଲୀ ଗଲା ସ୍ବତନ୍ତ୍ର ଟ୍ରେନ

ଭୁବନେଶ୍ଵର: ଭୁବନେଶ୍ଵରରୁ ୪୫୧ ଯାତ୍ରୀଙ୍କୁ ନେଇ ସ୍ବତନ୍ତ୍ର ଟ୍ରେନ ଗୁରୁବାର ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛି। ଗୁରୁବାର ପାଇଁ ମୋଟି ୫୦୫ ଯାତ୍ରୀ ଟିକେଟ୍‌ ବୁକ୍‌ କରିଥିଲେ। କିନ୍ତୁ ୪୫୧ ଯାତ୍ରୀ ଆସିଥିବାବେଳେ ୫୪ ଜଣ ଯାତ୍ରା କରି ନ ଥିଲେ। ସେହିପରି ଅନ୍ୟାନ୍ୟ ଷ୍ଟେଶନରୁ ୯୨୨ଟି ଟିକେଟ ବୁକ୍‌ ହୋଇଥିଲା। ସେଥିରୁ ୪୧ଟି ଟିକେଟ୍‌ ରଦ୍ଦ ହୋଇଥିବାବେଳେ ୮୮୧ ଜଣ ଯାତ୍ରା କରିବେ ବୋଲି ସୂଚନା ମିଳିଛି।

ସୂଚନାଯୋଗ୍ୟ, ଲକଡାଉନ ସମୟରେ ଦିଲ୍ଲୀରୁ ଦେଶର ୧୫ଟି ଷ୍ଟେଶନକୁ ୧୫ ଯୋଡ଼ା ଅର୍ଥାତ ୩୦ଟି ଟ୍ରେନ ଚଳାଚଳ କରୁଛି। ଏହି ପରିପ୍ରେକ୍ଷୀରେ ଗତ ବୁଧବାର ଭୁବନେଶ୍ଵର ଷ୍ଟେଶନରୁ ଏକ ଟ୍ରେନ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିଲା। ଏଥିରେ ଭୁବନେଶ୍ଵରରୁ ୫୪୫ ଯାତ୍ରୀ ଯାତ୍ରା କରିଥିଲେ।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories