ଙ୍ଘୁଙ୍ଗୁଡି ରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି କି ? ଆପଣାନ୍ତୁ ଏହି ଉପାୟ

0

ଶ୍ବାସକ୍ରିୟାରେ ଅସୁବିଧା ହେଲେ କିମ୍ବା ସର୍ବଦା ଗୋଟିଏ ମୁଦ୍ରାରେ ଶୋଇବା ଦ୍ବାରା ମଣିଷ ଙ୍ଘୁଙ୍ଗୁଡି ମାରେ ଥଣ୍ଡା ଅଧିକ ମୋଟା ହୋଇଥିବା ଲୋକେ ଙ୍ଘୁଙ୍ଗୁଡି ମାରନ୍ତି ଧୂମ୍ରପାନ କରୁଥିବା ବ୍ୟକ୍ତି ଅଧିକ ଙ୍ଘୁଙ୍ଗୁଡି ମାରନ୍ତି ଗଳାରେ ସମସ୍ୟା ଥିବା ବ୍ୟକ୍ତିମାନେ ଙ୍ଘୁଙ୍ଗୁଡି ମାରନ୍ତି ଇଏ ଥିଲା ଙ୍ଘୁଙ୍ଗୁଡି ମାରିବାର କାରଣ ତେବେ ଏବେ ଚାଲନ୍ତୁ ଜାଣିବା ଙ୍ଘୁଙ୍ଗୁଡି ମାରିବା ବନ୍ଦ କରିବାର ଘରୋଇ ଉପଚାର

ଶୋଇଲା ବେଳେ ଗୋଟିଏ ମୁଦ୍ରାରେ ଶୋଇ କଡ ବଦଳାଇଲେ ଆପଣଙ୍କ ଙ୍ଘୁଙ୍ଗୁଡି ଦୋଷ ଦୂର ହୋଇଥାଏ

ଶୋଇଲା ପୂର୍ବରୁ ଉଷୁମ ପାଣି ପିଇ ଶୋଇଲେ ଙ୍ଘୁଙ୍ଗୁଡି ମାରିବେ ନାହିଁ

କ୍ଷୀରରେ ହଳଦୀ ମିଶାଇ ପିଇଲେ ମଧ୍ୟ ଆପଣ ଙ୍ଘୁଙ୍ଗୁଡି ମାରିବେ ନାହିଁ ଏହା ଦ୍ବାରା ଅନେକ ରୋଗ ମଧ୍ୟ ଦୂର ହୋଇଥାଏ

ଦୁଇଟି ଗୁଜୁରାତି ଖାଇ ଉଷୁମ ପାଣି ପିଇକି ଶୋଇଲେ ମଧ୍ୟ ଙ୍ଘୁଙ୍ଗୁଡି ଦୋଷ ଦୂର ହେବ

ଶୋଇଲା ପୂର୍ବରୁ ଏକ ଚାମଚ ମହୁ ଖାଇଲେ ମଧ୍ୟ ଙ୍ଘୁଙ୍ଗୁଡି ଦୋଷ ଦୂର ହୁଏ

ଯଦି ତଣ୍ଟିରେ ସମସ୍ୟା ଥାଏ ତେବେ ଉଷୁମ ପାଣିରେ ଲୁଣ ପକାଇ ଗଳଗଳ କରନ୍ତୁ ଏପରି କରିବା ଦ୍ବାରା ଙ୍ଘୁଙ୍ଗୁଡି ଦୋଷ ଦୂର ହୁଏ

 

Leave A Reply