www.samajalive.in
Monday, December 15, 2025
14.1 C
Bhubaneswar

ଜଗତସିଂହପୁର: କରୋନା ଯୁଦ୍ଧରେ ୧୩ ସାହସୀ ମହିଳା

ଜଗତସିଂହପୁର: କରୋନା ଯୁଦ୍ଧରେ ସାମିଲ ହୋଇଛନ୍ତି ସାରା ବିଶ୍ବର ଲୋକ । ଓଡ଼ିଶାରେ ଶୀର୍ଷସ୍ତରରେ ବହୁ ମହିଳା ଏହି ଲଢ଼େଇର ନେତୃତ୍ବ ନେଉଛନ୍ତି । ଏହି ସ୍ଥିତିରେ ଜଗତସିଂହପୁର ଜିଲା ପ୍ରଶାସନ ଜିଲାରେ କାର୍ଯ୍ୟରତ ୧୩ ଜଣ ମହିଳା ଅଧିକାରୀଙ୍କର ଏକ ସୂଚୀ ଜାରି କରିଛି । ଏହି ମହିଳାମାନେ ବିଭିନ୍ନ ବ୍ଲକ୍ ଓ ଜିଲାସ୍ତରରେ କାର୍ଯ୍ୟ କରୁଛନ୍ତି ଏବଂ କରୋନା ଲଢ଼େଇରେ ନିଜର ବ୍ୟକ୍ତିଗତ ଅବଦାନ ରଖିଛନ୍ତି । ଏହି ଅଧିକାରୀମାନେ ହେଲେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ା. ବିଜୟା ପଣ୍ଡା, ରଘୁନାଥପୁର ତହସିଲଦାର ରୁପାଲିକା ଦାଶ, ତିର୍ତୋଲ ତହସିଲଦାର ସୁଜାତା ପାତ୍ର, ନାଉଗାଁ ତହସିଲାର ଜେ. କଳ୍ପନା, ତିର୍ତ୍ତୋଲ ଅତିରିକ୍ତ ତହସିଲଦାର କବିତା କିରଣ, ନାଉଗାଁ ବିଡ଼ିଓ ରଶ୍ମୀରେଖା ମଲ୍ଲିକ, ବିରିଡ଼ି ତହସିଲଦାର ସାଗରିକା ପ୍ରିୟଦର୍ଶିନୀ, ବିରିଡ଼ି ଅତିରିକ୍ତ ତହସିଲଦାର ଅଙ୍କିତା ବାରିକ, କୁଜଙ୍ଗ ଅତିରିକ୍ତ ତହସିଲଦାର ପୂଜା ଲେଙ୍କା, ଜିଲା ଶିକ୍ଷା ଅଧିକାରି ପ୍ରଭାତ ମଞ୍ଜରୀ ଦାସ, ଜଗତସିଂହପୁର ଡ଼ିଏସ୍ଡ଼ବ୍ଲ୍ୟୁଓ ସ୍ବର୍ଣ୍ଣମଞ୍ଜରୀ, ଜଗତସିଂହପୁର ଡ଼ିପିଏମ୍ ପ୍ରେମାସୀ ନାୟକ ଓ ସହକାରୀ ଜିଲାପାଳ ବିଜୟଲକ୍ଷ୍ମୀ ନାୟକ ।

 

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories