www.samajalive.in
Wednesday, December 10, 2025
14.1 C
Bhubaneswar

ରଜରେ ପ୍ରସ୍ତୁତ କରନ୍ତୁ ସୁଜି ପୋଡ଼ପିଠା

ଆବଶ୍ୟକ ସାମଗ୍ରୀ:
ସୁଜି- ୧କି.ଗ୍ରା
ଚାଉଳ-୨୫୦ଗ୍ରାମ୍‍
ନଡ଼ିଆ କୋରା
ଗୁଜୁରାତି- ୩ଟି
କାଜୁ- ୧୦ଟି
କିସମିସ- ୧୦ଟି
ବଟର
ଚିନି- ସ୍ୱାଦ ଅନୁଯାୟୀ
ଲୁଣ- ସ୍ୱାଦ ଅନୁଯାୟୀ
ତେଲ- ୨ଚାମଚ


ପ୍ରସ୍ତୁତ ପ୍ରଣାଳୀ:
ପ୍ରଥମେ ଚାଉଳକୁ କୁଟି ଚୁନା କରି ଦିଅନ୍ତୁ। ତାପରେ ଗ୍ୟାସରେ ପାଣି ଫୁଟାନ୍ତୁ। ପାଣି ଫୁଟିଲା ପରେ ସେଥିରେ ଚୁନା ହୋଇଥିବା ଚାଉଳ ଓ ସୁଜିକୁ ମିଶାଇ ପକାନ୍ତୁ। ମିଶ୍ରଣକୁ ମଝିରେ ମଝିରେ ଘାଣ୍ଟନ୍ତୁ। ମିଶ୍ରଣଟି ହାଲକା ବହଳିଆ ହୋଇଗଲା ପରେ ସେଥିରେ ବଟର,ଲୁଣ,ଚିନି ପକାଇ ଘାଣ୍ଟି ଦିଅନ୍ତୁ। ଅନ୍ୟ ଏକ ପାତ୍ରରେ ତେଲ ଲଗାଇ ମିଶ୍ରଣକୁ ଢ଼ାଳନ୍ତୁ। ତାଉପରେ ନଡ଼ିଆ କୋରା,କାଜୁ,କିସମିସ୍‍,ଗୁଜୁରାତି ପକାନ୍ତୁ। ଓଭାନ୍‍ରେ କମ୍‍ ତାପମାତ୍ରା ଦେଇ ମିଶ୍ରଣ ରଖି ଦିଅନ୍ତୁ। ମିଶ୍ରଣଟି ବାଦାମୀ ରଙ୍ଗ ହେବା ପରେ କାଢ଼ି ଦିଅନ୍ତୁ। ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ଆପଣଙ୍କ ସୁଜି ପୋଡ଼ପିଠା। ଏହାକୁ କାଟି କରି ଖାଆନ୍ତୁ।

- Advertisement -

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories