ଚିକିତ୍ସା ପରେ ମୁମ୍ବଇରୁ ପାଟନା ଫେରିଲେ ଲାଲୁ

0

ପାଟନା : ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିହାର ରାଷ୍ଟ୍ରୀୟ ଜନତାଦଳର ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବ ହୃଦୟ ଏବଂ କିଡନୀ ରୋଗରେ ଆକ୍ରାନ୍ତ ହୋଇ ମୁମ୍ବଇର ଏସିଆନ ହାର୍ଟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ।
ସୂଚନା ଅନୁଯାୟୀ ସେ ସୋମବାରରେ ମୁମ୍ବଇରୁ ପାଟନା ଫେରିଛନ୍ତି। ତାଙ୍କର ସ୍ୱାସ୍ଥ୍ୟ ସମ୍ପୁର୍ଣ୍ଣ ରୂପେ ସୁସ୍ଥ ହୋଇ ନ ଥିବା ତାଙ୍କ ଝିଅ ମିସା ଭାରତୀ କହିଛନ୍ତି। ତାଙ୍କ ବାପାଙ୍କୁ ସମ୍ପୁର୍ଣ୍ଣ ରୂପେ ସୁସ୍ଥ ହେବାପାଇଁ ଆଉ ଏକ ଅସ୍ତ୍ରୋପଚାରର ଆବଶ୍ୟକିତା ରହିଛି ବୋଲି ସେ କହିଛନ୍ତି।

Leave A Reply