ମୁମ୍ବଇରେ ପ୍ରବଳ ଝଡ଼ବର୍ଷା; ୩ମୃତ

0

ମୁମ୍ବଇ : ପ୍ରାକ୍‍ ମୌସୁମୀ ବର୍ଷାରେ ମୁମ୍ବଇରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି। ଶନିବାର ଅପରାହ୍ଣରୁ ଆରମ୍ଭ ହୋଇଥିବା ପ୍ରବଳ ଝଡ଼ବର୍ଷାରେ ମୁମ୍ବଇ, ଥାଣେ, ପାଲଘର, ରାଇଗଡ଼ ଓ ରତ୍ନଗିରି ଅଞ୍ଚଳ ସହିତ ମୁମ୍ବଇ ସହର ତଥା ତଳି ଅଞ୍ଚଳରେ ଲୋକେ ନାହିଁ ନଥିବା ଦୁର୍ଦଶା ଭୋଗୁଛନ୍ତି। ପଶ୍ଚିମ ମୁମ୍ବଇର ଖିଣ୍ଡିପଡ଼ାରେ ବିଦ୍ୟୁତ୍‍ ଦୁର୍ଘଟଣାରେ ଜଣେ ନାବାଳିକା ସହ ତିନି ଜଣଙ୍କ ପ୍ରାଣହାନି ଘଟିଛି। ଚ୍ଛତ୍ରପତି ଶିବାଜୀ ମହାରାଜ ଆନ୍ତର୍ଜାତିକ ବିମାନ ବନ୍ଦରରୁ ବିମାନ ଚଳଚଳ ପ୍ରଭାବିତ ହୋଇଛି। ବିଦ୍ୟୁତ୍‍ ସରବରାହ ମଧ୍ୟ ବାଧାପ୍ରାପ୍ତ ହୋଇଛି।

Leave A Reply