www.samajalive.in
Saturday, December 6, 2025
14.1 C
Bhubaneswar

ସକାଳୁ ଉଠିବା ମାତ୍ରେ ପ୍ରଥମେ କରନ୍ତୁ ଏହି କାର୍ଯ୍ୟ

– ସକାଳୁ ଉଠିବା ପରେ ପ୍ରଥମେ ଏକ ଗ୍ଲାସ ପାଣି ପିଇ ନିଜ ଦିନର ଆରମ୍ଭ କରନ୍ତୁ। ଏପରି କରିବା ଦ୍ୱାରା ପାଚନ ତନ୍ତ୍ର ସଫା ରହିଥାଏ।
– ଏହାପରେ ସକାଳ ସମୟରେ ଗୋଟିଏ କିମ୍ବା ଦୁଇଟି ଖଜୁରୀ ଖାଆନ୍ତୁ। ଏହା ପାଚନ ତନ୍ତ୍ର ଓ ପେଟ ଜନିତ ବହୁ ସମସ୍ୟା ଦୂର କରିଥାଏ।
– ଜଳଖିଆରେ ଫଳ ଓ ପ୍ରୋଟିନ ଯୁକ୍ତ ଖାଦ୍ୟ ନିଶ୍ଚୟ ଖାଆନ୍ତୁ। ସିଝା ଅଣ୍ଡା ମଧ୍ୟ ଖାଇପାରିବେ।
– ସକାଳେ କିଛି ସମୟ ପାଇଁ ଘରର ବାହାରକୁ ଯାଆନ୍ତୁ। ଏହା ଦ୍ୱାରା ସୂର୍ଯ୍ୟକିରଣରେ ଥିବା ଭିଟାମିନ- ଡ଼ି ସିଧାସଳଖ ମିଳିଥାଏ। ଯାହା ସ୍ୱାସ୍ଥ୍ୟ ପାଇଁ ଖୁବ ଲାଭଦାୟକ।
– ଏହାସହ ନିଜ ପସନ୍ଦ ଅନୁଯାୟୀ କିଛି ସମୟରେ ଚାଲିବା, ଦୌଡ଼ିବା କିମ୍ବା ସାଇକେଲିଂ କରନ୍ତୁ।
ତ୍ୱଚା ପାଇଁ ଏହି ଟିପ୍ସ –
ଫେସ୍‍ କ୍ଲିଜରରେ ମୁହଁ ଧୁଅନ୍ତୁ।
ସ୍କିନ୍‍ ଟୋନରର ବ୍ୟବହାର ନିଶ୍ଚୟ କରନ୍ତୁ। ଏହା ତ୍ୱଚା ପାଇଁ ଲାଭଦାୟକ।
ସନ୍‍ କ୍ରିମ ଲଗାଇ ଘରୁ ବାହାରକୁ ଯାଆନ୍ତୁ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories