www.samajalive.in
Monday, December 15, 2025
27.1 C
Bhubaneswar

ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା: ଓଡ଼ିଶାର ସ୍ବସ୍ତି ସିଂହ ଓଭରଅଲ୍‌ ରନର୍ସଅପ

ଗୌହାଟି : ଆସାମର ଗୁଆହାଟୀ‌ର ଚାଲିଥିବା ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ାର ୩ୟ ସଂସ୍କରଣର ସାଇକେଲ ଚାଳନା ବିଭାଗରେ ଓଡ଼ିଶାର ସ୍ବସ୍ତି ସିଂହ ଓଭରଅଲ୍‌ ରନର୍ସଅପ ହୋଇଛନ୍ତି। ସ୍ବସ୍ତି ୨୧ ବର୍ଷରୁ କମ୍‌ ରୋଡ ସାଇକେଲ ୬୦ କିଲୋମିଟର ରେସିଂ‌ର ରୌପ୍ୟ ଓ ୭.୫ କିଲୋମିଟର ଟ୍ରାକ୍‌ ସ୍କ୍ରାଚ୍‌ ରେସରେ ସ୍ବର୍ଣ୍ଣ ଓ ବ୍ୟକ୍ତିଗତ ପର୍‌ସ୍ୟୁଟ୍‌ରେ ପ୍ରଥମ ସ୍ଥାନ ସହ ସ୍ବର୍ଣ୍ଣ ପଦକ ବିଜୟୀ ହୋଇଥିଲେ। ସେହିପରି ୨୧ ବର୍ଷରୁ କମ୍‌ ବାଳକ ୩୦କିମି ରୋଡ ସାଇକଲ ଇଭେଣ୍ଟରେ ଦିନେଶ କୁମାରଙ୍କ ସ୍ବର୍ଣ୍ଣ ପଦକ ବିଜୟୀ ହୋଇଥିଲେ। ସ୍ବସ୍ତି ଗୁରୁବାର ଓଭରଅଲ୍‌ ଟ୍ରଫି ଗ୍ରହଣ କରିଛନ୍ତି। ଏହି ଅବସରରେ ଓଡ଼ିଶା ସାଇକେଲ ଚାଳନା ଆସୋସିଏସନ ସମ୍ପାଦକ ବିଜୟ କୁମାର ରାଉତ, ସାଇକେଲିଂ ଫେଡେରେଶନ ଅଫ ଇଣ୍ଡିଆର ନିର୍ଦେଶକ ଭି.ଏନ୍‌ ସିଂହ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

ଆୟୁର୍ବେଦିକ ଏବଂ ହୋମିଓପାଥିକ୍ ପିଜି ଷ୍ଟାଇପେଣ୍ଡ୍‌ ବୃଦ୍ଧି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟର ବିଭିନ୍ନ ସରକାରୀ...

Related Articles

Popular Categories