ନୂଆଦିଲ୍ଲୀ : ୫ଜି ସପୋର୍ଟ ସହିତ ଖୁବଶୀଘ୍ର ବଜାର ପ୍ରବେଶ କରିବ ଜିଓମି ଏମଆଇ-୧୦। ଏହି ଫୋନକୁ ଆଗାମୀ ଫେବୃଆରୀ ୨୦ରେ ଲଞ୍ଚ କରାଯିବ।
ସୂଚନା ଅନୁସାରେ, ଏହି ଫୋନରେ ଓଏଲଇଡି ଡିସପ୍ଲେ, ପାଞ୍ଚଟି କ୍ୟାମେରା ସେଟଅପ୍, ୬୬ୱାଟର ଫାଷ୍ଟ ଚାର୍ଜିଙ୍ଗ ସପୋର୍ଟ ଏବଂ ଅଣ୍ଡର ଡ଼ିସପ୍ଲେ ସେଲଫି କ୍ୟାମେରା ମିଳିବ। ଏନେଇ କମ୍ପାନୀ ପକ୍ଷରୁ କୌଣସି ସଠିକ୍ ସୂଚନା ଦିଆଯାଇ ନାହିଁ।
ଏହାର ମୂଲ୍ୟକୁ ନେଇ ମଧ୍ୟ କମ୍ପାନୀ ପକ୍ଷରୁ କୌଣସି ନିଦ୍ଧିଷ୍ଠ ସୂଚନା ଦିଆଯାଇନାହିଁ।




