ଶଙ୍ଖର ପ୍ରକାର ଭେଦ ଓ ତା’ର ମହତ୍ତ୍ଵ

0

ଅନେକ ପ୍ରକାରର ଶଙ୍ଖ ରହିଛି । ସବୁ ଶଙ୍ଖର ବିଶେଷତ୍ଵ ଏବଂ ପୂଜା କରିବାର ପଦ୍ଧତି ଭିନ୍ନ ଭିନ୍ନ ହୋଇଥାଏ ।

ଆକୃତି ଏବଂ ଆଧାର ଅନୁଯାୟୀ ଶଙ୍ଖ ତିନି ପ୍ରକାରର ଅଟେ । ତାହା ହେଉଛି ଦକ୍ଷିଣମୁଖୀ, ମଧ୍ୟାମୁଖୀ ଓ ବାମାମୁଖୀ ଶଙ୍ଖ ।

ଭଗବାନ ବିଷ୍ଣୁଙ୍କ ହାସ୍ତରେ ଦକ୍ଷିଣମୁଖୀ ଶଙ୍ଖ ରହିଥିବା ବେଳେ ମା’ ଲକ୍ଷ୍ମୀଙ୍କ ଶଙ୍ଖ ବାମାମୁଖୀ ଅଟେ ।

ଏହା ବ୍ୟତିତ ମହାଲକ୍ଷ୍ମୀ ଶଙ୍ଖ, ମୋତି ଶଙ୍ଖ ଓ ଗଣେଶ ଶଙ୍ଖ ନାମକ ଅନ୍ୟ ୩ ପ୍ରକାର ଶଙ୍ଖ ଉପଲବ୍ଧ ।

କ୍ରମଶଃ….

Leave A Reply