www.samajalive.in
Monday, December 15, 2025
16.1 C
Bhubaneswar

ରେଳ ଧାରଣା ଆଧୁନିକୀକରଣ – ୪ଟି ଟ୍ରେନର ଗତିପଥ ପରିବର୍ତ୍ତନ

କଟକ: କଟକ ନିକଟବର୍ତ୍ତୀ ଗୁରୁଡ଼ିଝାଟିଆ ରେଳ ଷ୍ଟେସନରେ ତୃତୀୟ ଓ ଚତୁର୍ଥ ରେଳଧାରଣା ଆଧୁନିକୀକରଣ କାର୍ଯ୍ୟ ପାଇଁ ଆସନ୍ତା ଶୁକ୍ରବାର ଦିନ ଅନୁଗୁଳ ଦିଗକୁ ଯାତ୍ରା କରୁଥିବା ୪ଟି ଟ୍ରେନ୍‍ କଟକ ପରିବର୍ତ୍ତେ ନରାଜ ମାର୍ଗ ଦେଇ ଯାତ୍ରା କରିବ ବୋଳି ପୂର୍ବତଟ ରେଳପଥ ପକ୍ଷରୁ ସ୍ଥିର କରାଯାଇଛି। ଏହି ଟ୍ରେନ୍‍ ଗୁଡ଼ିକ ହେଉଛି – ୧୮୪୨୫ ପୁରୀ-ଦୁର୍ଗ ଏକ୍ସପ୍ରେସ୍‍, ୧୨୮୩୨ ଭୁବନେଶ୍ୱର-ଧାନବାଦ ଗରିବ ରଥ ଏକ୍ସପ୍ରେସ, ୧୮୪୫୨ ପୁରୀ-ହାତୀଆ ତପସ୍ୱିନୀ ଏକ୍ସପ୍ରେସ୍‍ ଏବଂ ୧୮୧୧୮ ଗୁଣୁପୁର-ରାଉରକେଲା ରାଜ୍ୟରାଣୀ ଏକ୍ସପ୍ରେସ୍‍।

ଏହି ଟ୍ରେନ୍‍ଗୁଡ଼ିକର ଯାତ୍ରୀମାନଙ୍କର ସୁବିଧାପାଇଁ ପୂର୍ବତଟ ରେଳପଥ ପକ୍ଷରୁ କଟକ ଷ୍ଟେସନଠାରୁ ନରାଜ ପର୍ଯ୍ୟନ୍ତ ମାଗଣା ବସ୍‍ ସେବା ପ୍ରଦାନ କରାଯିବ।

Hot this week

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

Related Articles

Popular Categories