www.samajalive.in
Tuesday, December 9, 2025
19.1 C
Bhubaneswar

କୁଲଡିହା ସଂରକ୍ଷଣ ଜଙ୍ଗଲରୁ ୩ ଶିକାରୀ ସହ ବନ୍ଧୁକ ଜବତ

ସୋର: କୁଲଡିହା ସଂରକ୍ଷଣ ଜଙ୍ଗଲରୁ ୩ ଜଣ ଶିକାରୀଙ୍କ ସହ ବନ୍ଧୁକ ଜବତ ହୋଇଛି। ଶୁକ୍ରବାର ବିଳମ୍ବିତ ରାତିରେ ଔପଦା ବନ ବଭାଗ ପକ୍ଷରୁ ସଂରକ୍ଷିତ କୁଲଡିହା ଜଙ୍ଗଲରେ ଚଢାଉ କରି ଘଟଣାସ୍ଥଳରୁ ୩ ଜଣ ଶିକାରୀଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ୨ ବନ୍ଧୁକ ଜବତ କରିଛି। ସୋର ଥାନା ଅନ୍ତର୍ଗତ ବନ୍ଧ ସାହିର ବାବୁନ ନାୟକ, କାଲା ନାୟକ ଓ ଅନ୍ୟ ଜଣେ ଶିକାରୀ ମିଳିତ ଭାବେ ରାତି ୧ଟା ବେଳେ ଶିକାର ପାଇଁ କୁଲଡିହା ସଂରକ୍ଷିତ ଜଙ୍ଗଲ ବନ୍ଧସାହୀ ଡାହି ଅଞ୍ଚଳରେ ପଶିବାରୁ ଜଙ୍ଗଲ ବିଭାଗ ଚଢାଉ କରିଥିଲେ। ଶିକାରୀ ଓ ଜଙ୍ଗଲ ବିଭାଗ କର୍ମଚାରୀମାନଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଅଭିଯୁକ୍ତ ମାନଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।

Hot this week

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

Related Articles

Popular Categories