www.samajalive.in
Monday, December 15, 2025
14.1 C
Bhubaneswar

ଅନେକ ରୋଗରୁ ମୁକ୍ତି ଦିଏ ଆମ୍ବ ପତ୍ର

ଆମ୍ବ ଖାଇବାକୁ ପ୍ରାୟ ସମସ୍ତେ ଭଲ ପାଆନ୍ତି। ସ୍ବାସ୍ଥ୍ୟ ପ୍ରତି ଏହାର ବହୁତ ଉପକାରୀତ ମଧ୍ୟ ରହିଛି। ହେଲେ କ’ଣ ଆପଣ ଜାଣନ୍ତି, ଆମ୍ବ ପତ୍ର ଶରୀର ପାଇଁ କେତେ ଉପକାରୀ? ଏଥିରେ ଭରପୂର ମାତ୍ରାରେ ଆଣ୍ଟିଅକ୍ସିଡାଣ୍ଟ, ଭିଟାମିନ୍-ବି, ଇ ଓ ସି ରହିଥାଏ। ଏଥିରେ ଥିବା ଔଷଧୀୟ ଗୁଣ ଅନେକ ରୋଗରୁ ମୁକ୍ତି ଦେିଥାଏ। ତେବେ ଆସନ୍ତୁ ଜାଣିବା ଆମ୍ବପତ୍ର କିପରି ଅନେକ ସ୍ୱାସ୍ଥ୍ୟ ସମସ୍ୟାରୁ ମୁକ୍ତି ଦେଇଥାଏ-

-ଆମ୍ବପତ୍ର କାଢ଼ା ପିଇବା ଦ୍ବାରା ଶ୍ୱାସରୋଗୀଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହୋଇଥାଏ।
-ପୋଡ଼ି ଯାଇଥିବା ସ୍ଥାନରେ ଏହି ପତ୍ରର ପାଉଁଶ ଲଗାଇବା ଫଳରେ ଆରାମ ମିଳିଥାଏ।
-ବାରମ୍ବାର ହାକୁଡ଼ି ଦେଉଥିଲେ ଏହି ପତ୍ରକୁ ଫୁଟାଇ କୁଳୁକୁଳୁ କଲେ ଏହା ବନ୍ଦ ହୋଇଥାଏ।
-କିଡ୍ନୀ ଷ୍ଟୋନ୍ ସମସ୍ୟାରୁ ଆମ୍ବ ପତ୍ର ମୁକ୍ତି ଦେଇଥାଏ। ଏହାର ଗୁଣ୍ଡକୁ ପାଣିରେ ମିଶାଇ ପିଇବାର କିଛିଦିନ ପରେ ଏହି ଯନ୍ତ୍ରଣାରୁ ମୁକ୍ତି ପାଇ ପାରିବେ।
-ରକ୍ତଚାପ ରୋଗୀ ଗାଧୋଇବା ବେଳେ ଆମ୍ବ ପତ୍ରକୁ ଫୁଟାଇ ସେହି ପାଣିରେ ଗାଧୋଇବା ଦ୍ବାରା ସୁଫଳ ମିଳିଥାଏ।
-ଆମ୍ବପତ୍ର ଗୁଣ୍ଡକରି ପ୍ରତିଦିନ ଖାଇବା ଫଳରେ ମଧୁମେହ ନିୟନ୍ତ୍ରଣରେ ରହିଥାଏ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories