ନିର୍ମାଣାଧୀନ ଘରୁ ସେକ୍ସ ରାକେଟ ଠାବ, ୬ ଯୁବକ ଗିରଫ

0

ଭୁବନେଶ୍ୱର: ଗଜପତି ନଗର ଅଞ୍ଚଳରୁ ଏକ ସେକ୍ସ ରାକେଟ ଠାବ ହୋଇଛି । ଏକ ନିର୍ମାଣାଧୀନ ଘରେ ଏହି ସେକ୍ସ ରାକେଟ ଚାଲିଥିବା ନେଇ କୌଣସି ସୂତ୍ରରୁ ଖବର ପାଇ ପୁଲିସ ଚଢଉ କରିଥିଲା । ଚଢଉ ବେଳେ ୩ଜଣ ଯୁବତୀ ଓ ୩ଜଣ ଯୁବକ ଗିରଫ ହୋଇଛନ୍ତି । ଏହା ସହ ଘଟଣାସ୍ଥଳରୁ ଆପତ୍ତିଜନକ ସାମଗ୍ରୀ ଜବତ ହୋଇଛି ।

Leave A Reply