www.samajalive.in
Thursday, December 11, 2025
14.1 C
Bhubaneswar

ଟ୍ରକ ଚାଳକଙ୍କୁ ଲାଞ୍ଚ ମାଗିବା ଘଟଣାରେ ହାବିଲଦାର ନିଲମ୍ବିତ

ବଳାଙ୍ଗୀର : ବଲାଙ୍ଗୀର ଅଞ୍ଚଳରେ ଟ୍ରକ ଚାଳକଙ୍କୁ ଜଣେ ପୁଲିସ ହାବିଲଦାର ଲାଞ୍ଚ ମାଗିବା ଘଟଣାରେ ବୁଧବାର ହାବିଲଦାରଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି। ଡିଜିଙ୍କ ନିର୍ଦେଶ କ୍ରମେ ଡିଆଇଜି ହାବିଲଦାରଙ୍କୁ ନିଲମ୍ବନ କରିଥିବା ଜଣାପଡିଛି।
ସୂଚନା ମୁତାବକ, ବଲାଙ୍ଗୀର ଜିଲା କଣ୍ଟାବାଞ୍ଜୀ ଥାନାର ସଂକୀର୍ତନ ପଟେଲ ନାମକ ହାବିଲଦାର ଜଣେ ଟ୍ରକ୍ ଚାଳକଙ୍କୁ ଲାଞ୍ଚ ମାଗିବା ବେଳର ଏକ ଭିଡିଓ ଭାଇରାଲ ହୋଇଥିଲା। ଗଣମାଧ୍ୟମରେ ଏହି ଖବର ପ୍ରକାଶିତ ହେବାପରେ ସଂପୃକ୍ତ ହାବିଲଦାରଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି ।

Hot this week

ବିଶ୍ବାସ ଜିନ୍‌

ବିଶ୍ବାସ ହେଉଛି ସମ୍ପର୍କର ସେତୁବନ୍ଧ। ଏହା ହିଁ ଆଦିମ ମଣିଷକୁ ପରସ୍ପର...

‘ଜୀବେ ଦୟା’ ଜୈବ ବିବିଧତାର ଆଦର୍ଶ

ଆମ ପରିବେଶରେ ଥିବା ବିଭିନ୍ନ ପ୍ରକାରର ଉଦ୍ଭିଦ, ପ୍ରାଣୀ ଓ ଅନ୍ୟାନ୍ୟ...

ଅନୁଗୁଳରେ ଫୁଟିଲା ଗୁଳି, ଜଣେ ଗୁରୁତର

ଅନୁଗୁଳ : ଅନୁଗୁଳରେ ଫୁଟିଲା ଗୁଳି । ଶିକ୍ଷକପଡ଼ା ସ୍ଥିତ ଇକୋ...

ଚିନ୍ତାକଳ୍ପ : ଗୁଣଗ୍ରାହିତା

ଆବ୍ରାହମ ଲିଙ୍କନ, ଆମେରିକାର ଲୋକପ୍ରିୟ ରାଷ୍ଟ୍ରପତିଙ୍କ ମଧ୍ୟରୁ ଅଗ୍ରଗଣ୍ୟ। ଆଜି ମଧ୍ୟ...

ରାଉରକେଲା ସବୁଠୁ ଥଣ୍ଡା ସହର

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହିତ ହେଉଛି।...

Related Articles

Popular Categories