ବୁଲା କୁକୁରଙ୍କୁ ଖାଇବାକୁ ଦେବାରୁ ମହିଳାଙ୍କୁ ଆକ୍ରମଣ

0

ନୂଆଦିଲ୍ଲୀ: ବୁଲା କୁକୁରଙ୍କୁ ଖାଇବାକୁ ଦେବାରୁ ଦିଲ୍ଲୀରେ ଜଣେ ମହିଳାଙ୍କୁ  ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ଦିଲ୍ଲୀରେ ୪୦ରୁ ୫୦ ଜଣ ଲୋକ ତାଙ୍କୁ ଆକ୍ରମଣ କରିଥିବ ଅଭିଯୋଗ ହୋଇଛି । ମାତ୍ର ତାଙ୍କୁ ଅନ୍ୟ କାରଣରୁ ଆକ୍ରମଣ କରାଯାଇଥିବା  ପରିବାର ଲୋକ  କହିଛନ୍ତି ।

ଏହାପରେ ଥାନାରେ ଏକ ମାମଲା ରୁଜୁ ହୋଇଥିଲା । ପୁଲିସ ଏହାର ତଦନ୍ତ ଆରମ୍ଭ କରିଛି ।ଅଭିଯୁକ୍ତମାନଙ୍କୁ  ଗିରଫ କରାଯିବ ବୋଲି ଡିସିପି ଚିନ୍ମୟ ବିଶ୍ୱାଳ ସୂଚନା ଦେଇଛନ୍ତି ।

Leave A Reply