www.samajalive.in
Tuesday, December 9, 2025
15.1 C
Bhubaneswar

ପୁଣି ଚାଷୀ ଆତ୍ମହତ୍ୟା ଅଭିଯୋଗ

ଟିଟିଲାଗଡ: ପୁଣି ଜଣେ ଆଦିବାସୀ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ହେଲା ଟିଟିଲାଗଡ ବ୍ଲକ ଅନ୍ତର୍ଗତ ଦୋର୍ଲୋ ଗ୍ରାମ ଘାସିରାମ ମାଝୀ। ମିଳିଥିବା ସୂଚନା ଅନୁଯାୟୀ, ଚାଷ କାର୍ଯ୍ୟ ପାଇଁ ଘାସିରାମ ମାଝୀ ମାଇକ୍ରୋଫାଇନାନ୍ସ କମ୍ପାନୀରୁ ୠଣ ନେଇଥିଲେ। ପରେ ଫସଲ ନଷ୍ଟ ହେବାରୁ ସେ ଋଣ ସୁଝି ପାରିନଥିଲେ। ଫଳରେ ଋଣ ଭାରରେ ଅତିଷ୍ଠ ହୋଇ ଘାସିରାମ ମାଝୀ ଆତ୍ମହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ଏଭଳି ପରିସ୍ଥିତିରେ ମୃତକଙ୍କ ପରିବାର ଓ ଋଣ ବୋଝକୁ ନେଇ ଅତିଷ୍ଠ ଥିବା ଗ୍ରାମର ଶତାଧିକ ମହିଳା ଶୁକ୍ରବାର ଟିଟିଲାଗଡ ଉପଜିଲ୍ଲାପାଳ ସୁଧାକର ନାୟକଙ୍କ ଦ୍ବାରସ୍ଥ ହୋଇଛନ୍ତି।

ସୂଚନାଯୋଗ୍ୟ, ଗତ ୧୬ରେ ଘାସିରାମ ମାଝୀ ଆତ୍ମହତ୍ୟା କରିଥିଲେ। ଗ୍ରାମରେ ଏକ ଗଛରେ ଝୁଲୁଥିବା ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।

- Advertisement -

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories