www.samajalive.in
Monday, December 15, 2025
27.1 C
Bhubaneswar

ଜମ୍ମୁ-କଶ୍ମୀରେର ୪ ଜଣ ଆତଙ୍କବାଦୀ ଓ ୬ ଜଣ ସମର୍ଥକ ଗିରଫ

ଶ୍ରୀନଗର: ଜମ୍ମୁ କଶ୍ମୀରର ବାରାମୁଲାରେ ପୁଲିସ ପକ୍ଷରୁ ଚଢଉ କରାଯାଇ ଲକଶର୍‌-ଇ-ତୋଇବାର ୪ ଜଣ ଆତଙ୍କବାଦୀଙ୍କ ସହ ତାଙ୍କର  ୬ ଜଣ ସମର୍ଥକଙ୍କୁ ଗିରଫ କରାଯାଇଛି ।  ଏମାନେ ୩ ଜଣ ନାଗରିକଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି ।

ଉତ୍ତର କାଶ୍ମୀରର ଡିଆଇଜି ଡକ୍ଟର ସୁନୀଲ କୁମାର ଏହି ସୂଚନା ଦେଇଛନ୍ତି । ଆତଙ୍କବାଦୀଙ୍କ ସହ ୬ ଜଣ ସମର୍ଥକଙ୍କୁ ପୁଲିସ ଗିରଫ କରିଛି । ଏମାନଙ୍କ ନିକଟରୁ ପ୍ରଚୁର ପରିମାଣରେ ଅସ୍ତ୍ର ଶସ୍ତ୍ର ଓ ଗୋଳାବାରୁଦ ଜବତ କରାଯାଇଛି । ଏମାନଙ୍କ ମଧ୍ୟରେ ବିଲାଲ୍ ଅହମ୍ମଦ ନାମକ ଆତଙ୍କବାଦୀ ରହିଛି । ଏମାନଙ୍କୁ ନଦୀନ ଓସାମା ନାମକ ଆତଙ୍କବାଦୀ ପରିଚାଳନା କରୁଥିବା ବୋଲି ସୂଚନା ମିଳିଛି ।

Hot this week

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

Related Articles

Popular Categories