www.samajalive.in
Monday, December 15, 2025
17.1 C
Bhubaneswar

ସକାଳ @୯ ମୁଖ୍ୟ ଖବର

(୧) ବାଲେଶ୍ୱର ସହରର ତଳିଆ ଅଞ୍ଚଳକୁ ପଶିଲା ବୁଢ଼ାବଳଙ୍ଗ ନଦୀର ବନ୍ୟାଜଳ… ଚାଷ ଜମି ସହ କିଛି ଘରେ ମଧ୍ୟ ପଶିଛି ପାଣି… କଣ୍ଟାବଣିଆ, ପସିମିଳା, ଚାନ୍ଦମାରିପଡ଼ିଆ ଓ ଫୁଲାଡି ହୋଇଛି ଜଳମଗ୍ନ… ହନ୍ତସନ୍ତ ହେଉଛନ୍ତି ଲୋକେ…

(୨) କେନ୍ଦ୍ରାପଡ଼ା ମହାକାଳପଡ଼ାର ବରଜ ବାହାକୁଦ ଫେରିଘାଟରେ ବଡ଼ ଧରଣ ଅଘଟଣ… ମହାନଦୀର ପ୍ରଖର ସ୍ରୋତରେ ଭାସିଗଲା ଡଙ୍ଗା… ୫୦ଜଣ ଯାତ୍ରୀଙ୍କୁ ସୁରକ୍ଷୀତ ଭାବେ ଉଦ୍ଧାର କଲା ମେରାଇନ ପୁଲିସ…

- Advertisement -

(୩) ଛାଡ଼ିଛି ବର୍ଷା ହେଲେ ଛାଡ଼ୁନି ଦୁର୍ଦ୍ଦଶା… ବନ୍ୟାରେ ଭାଙ୍ଗିଛି ୧୮୬୬ ଘର… ୧୩ ଜିଲ୍ଲାରେ ୬୦୭ ପଞ୍ଚାୟତ ପ୍ରଭାବିତ.. ଏବେ ବି ଜଳବନନ୍ଦୀ ଭାବେ ଜୀବନ କଟୁଛନ୍ତି ୪ଲକ୍ଷରୁ ଅଧିକ ଲୋକ… ସେପଟେ ବନ୍ୟାରେ କ୍ଷୟକ୍ଷତି ନେଇ ରିପୋର୍ଟ ମାଗିଲେ କୃଷି ମନ୍ତ୍ରୀ…

(୪)  ଓଡ଼ିଶାରେ ଆଜିଠୁ ଲାଗିବ ବର୍ଷାରେ ବ୍ରେକ୍‌… ପାଗରେ ଆସିବ ପରିବର୍ତ୍ତନ… ଦୁର୍ବଳ ହେଲା ଗଭୀର ଅବପାତ… ଉତ୍ତର-ପଶ୍ଚିମ ଛତିଶଗଡ ପାର୍ଶ୍ଵବର୍ତ୍ତୀ ଦକ୍ଷିଣ ପୂର୍ବ ଉତ୍ତରପ୍ରଦେଶ ଅଞ୍ଚଳରେ ଅବପାତରେ ପରିଣତ ହୋଇଛି ଗଭୀର ଅବପାତ…

(୫) ହିମାଚଳ ପ୍ରଦେଶରେ ତାଣ୍ଡବ ରଚିଲା ବାଦଲଫଟା ବର୍ଷା… ଭାଙ୍ଗିଲା ବ୍ରିଜ୍‌ ଧୋଇନେଲା ଧନଜୀବନ…  ବନ୍ୟା ଓ ଭୂସ୍ଖଳନରେ ୨୨ଜଣଙ୍କ ମୃତ୍ୟୁ… ପ୍ରଭାବିତ ଜିଲ୍ଲା ଗୁଡ଼ିକରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାମ ଜାରି ରଖିଛି ପ୍ରଶାସନ…

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories