www.samajalive.in
Sunday, December 7, 2025
14.1 C
Bhubaneswar

ଜାଣନ୍ତୁ ଶୀତଦିନ ପାଇଁ ୭ଟି ସୁପରଫୁଡ

ପାଗରେ ପରିବର୍ତ୍ତନ ପ୍ରକୃତିର ନିୟମ। ମାତ୍ର ସମସ୍ତ ସମୟରେ ନିଜ ସ୍ୱାସ୍ଥ୍ୟର କିଭଳି ଯତ୍ନ ନେବେ, କେଉଁ କେଉଁ ଖାଦ୍ୟର ସେବନ କରିବେ, କି କି ଦିଗ ପ୍ରତି ଧ୍ୟାନ ଦେବେ ଏସବୁ ଜାଣିବା ନିତ୍ୟାନ୍ତ ଆବଶ୍ୟକ। ଯାହା ଦ୍ୱାରା ଆପଣ ନିଜକୁ ବିଭିନ୍ନ ରୋଗରୁ ରକ୍ଷା କରିବାରେ ସକ୍ଷମ ହେବେ। ବର୍ତ୍ତମାନ ଥଣ୍ଡାର ବେଶ ପ୍ରକୋପ ରହିଛି। ଏହି ସମୟରେ କିଛି ସ୍ୱତନ୍ତ୍ର ଖାଦ୍ୟ ଖାଇବା ନିତ୍ୟାନ୍ତ ଆବଶ୍ୟକ ଯାହା ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିଥାଏ। କାରଣ ଥଣ୍ଡା କାରଣରୁ ଏହି ସମୟରେ ଥଣ୍ଡା, ଜ୍ୱର, କାଶ ସହ ଅନ୍ୟାନ୍ୟ ବାୟୁ ଦ୍ୱାରା ବ୍ୟାପୁଥିବା ରୋଗ ହେବାର ସମ୍ଭାବନା ଅଧିକ ଥାଏ। ଜାଣନ୍ତୁ ଶୀତଦିନେ ସ୍ୱାସ୍ଥ୍ୟର ଯତ୍ନ ନେବାର କିଛି ଉପାୟ ଓ ୭ଟି ବିଶେଷ ସୁପରଫୁଡ ବିଷୟରେ….
ପ୍ରତିଦିନ ଯୋଗ ଓ ବ୍ୟାୟାମ ନିଶ୍ଚୟ କରନ୍ତୁ। ଶରୀରକୁ ସୁସ୍ଥ ରଖିବାର ସର୍ବୋତ୍ତମ ମାଧ୍ୟମ ଯୋଗ ଏବଂ ବ୍ୟୟାମ। ଏହା ବିଭିନ୍ନ ରୋଗରୁ ମଧ୍ୟ ରକ୍ଷା କରିଥାଏ।
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରୁଥିବା ଖାଦ୍ୟ ନିଶ୍ଚୟ ଖାଆନ୍ତୁ। ଏଭଳି ୭ଟି ସୁପରଫୁଡ଼ ରହିଛି ଯାହାକୁ ଖାଇବା ଦ୍ୱାରା ଶରୀରରୁ ରୋଗ ଦୂରେଇ ରଖେ, ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ, ବିଭିନ୍ନ ସଂକ୍ରମଣରୁ ରକ୍ଷା କରେ, ଶରୀରକୁ ଉଷ୍ଣ ରଖିବାରେ ସାହାଯ୍ୟ କରେ। ଆବଶ୍ୟକ ପୋଷକ ତତ୍ତ୍ୱ ପ୍ରଦାନ କରିଥାଏ।
୭ଟି ସୁପରଫୁଡ଼
ଚା’ରେ ଅଦାର ବ୍ୟବହାର
ଗୁଡ
ବାଦାମ ,କାଜୁ, ପେସ୍ତାବାଦାମ
କନ୍ଦମୂଳ
କମଳା, ଅଁଳା, ଲେମ୍ବୁ
ହଳଦୀ
ଘିଅ

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories