www.samajalive.in
Sunday, December 14, 2025
17.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ପୁରୁଷୋତ୍ତମପୁରର ଋଷିକୂଲ୍ୟା ନଦୀ ଉପରେ ନିର୍ମାଣ ହେଲା ସେତୁ.. ଉପକୃତ ହେବେ ୧୦ଟି ପଞ୍ଚାୟତର ଲୋକ..

ବହୁ ଚର୍ଚ୍ଚିତ କଟକରୋଡ ହୋଟେଲରେ ଛାତ୍ରୀଙ୍କ ମୃତ୍ୟୁ ଘଟଣା.. ପୁଲିସକୁ ମିଳିଲା ମୃତା ଛାତ୍ରୀଙ୍କ ସିଡିଆର ରିପୋର୍ଟ.. ଗତ ୨ ମାସର ଶୁଭଲକ୍ଷ୍ମୀଙ୍କ ଫୋନ କଲ ରେକର୍ଡ ମିଳିଲା..

- Advertisement -

ସଂସଦରେ ରାହୁଲ ଗାନ୍ଧୀ ଫ୍ଲାଇଂ କିସ୍ ଦେଇଥିବା ଅଭିଯୋଗ.. ଲୋକସଭାରେ ଅଭିଯୋଗ କଲେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ.. ରାହୁଲ ଗାନ୍ଧୀ ଯିବାବେଳେ ଫ୍ଲାଇଂ କିସ ଦେଇଥିବା ଅଭିଯୋଗ..

କୁଚିଣ୍ଡା : ଟ୍ରିପଲ ମର୍ଡର ମାମଲାରେ ବାପପୁଅଙ୍କୁ ଦଣ୍ଡାଦେଶ.. ବାପାଙ୍କୁ ମୃତ୍ୟୁଦଣ୍ଡ ଓ ପୁଅକୁ ଆଜୀବନ କାରାଦଣ୍ଡ ଶୁଣାଇଲେ ଏଡିଜେ..

ଏଏସ୍‌ଓ ଚୟନ ପ୍ରକ୍ରିୟାରେ ରୋକ.. ଚୟନ ପ୍ରକ୍ରିୟା ଅଗ୍ରଗତି ଉପରେ ହାଇକୋର୍ଟଙ୍କ ରୋକ.. ଜଣିକିଆ ଖଣ୍ଡପୀଠ ରାୟ ଉପରେ ସ୍ଥଗିତାଦେଶ.. ଜବାବ ଦାଖଲ ପାଇଁ ପ୍ରତିପକ୍ଷ ଓପିଏସ୍‌ସିକୁ ନୋଟିସ୍‌..

ବୌଦ୍ଧ : ବନ୍ୟ ଜୀବଜନ୍ତୁ ଶିକାର ଅଭିଯୋଗରେ ବାପଝିଅ ଗିରଫ..

ଆଠଗଡ଼ରେ ପୂର୍ବ ଶତ୍ରୁତାରୁ ବୋମାମାଡ଼.. ଆକ୍ରମଣରେ ୩ ଆହତ.. ସମସ୍ତ ଆହତ ଡାକ୍ତରଖାନାରେ ଭର୍ତ୍ତି..

ଗଞ୍ଜାମ ଜିଲା ଉତ୍ତର ଘୁମୁସର ବନଖଣ୍ଡ ମୂଜାଗଡ଼ ଗାଁ ନିକଟରେ ଅଘଟଣ.. ଦୁର୍ଘଟଣାରେ ଆଖି ବୁଜିଲା କଲରାପତରିଆ ବାଘ….

ସୁନ୍ଦରଗଡ଼ ଜିଲା କୋଇଡ଼ାର ଚୁନାଘାଟିରେ ଓଲଟିଲା ଟ୍ରକ୍‌.. ୨ ଗୁରୁତର…

ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କର ବନକଲାଗି ନୀତି.. ୪ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ…

ଆଜି ବିଶ୍ବ ଆଦିବାସୀ ଦିବସ.. ସଂରକ୍ଷିତ ଅଞ୍ଚଳ ପରିଦର୍ଶନ କରି ଆଦିବାସୀଙ୍କ ସମସ୍ୟା ବୁଝିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶ…

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories