www.samajalive.in
Saturday, December 6, 2025
14.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ପାକିସ୍ତାନରେ ବଡ଼ ଧରଣର ରେଳ ଦୁର୍ଘଟଣା..୨୫ ମୃତ, ୮୦ରୁ ଊର୍ଦ୍ଧ୍ବ ଆହତ..

ନବରଙ୍ଗପୁର ଟାଉନ୍‌ ଥାନା ଅନ୍ତର୍ଗତ ବଡ଼ଡାଇଭଟା ଗାଁରେ ସ୍ତ୍ରୀକୁ ଛତାମୁନରେ ଭୁସି ହତ୍ୟା କଲା ମଦ୍ୟପ ସ୍ବାମୀ..

- Advertisement -

ତୁଷୁରା ଗସ୍ତରେ ୫-ଟି ସଚିବ.. କହିଲେ ନିଜ ଟଙ୍କା ପରି ସ୍ୱଚ୍ଛତା ସହ କାମ କର..

ଫିରିଙ୍ଗିଆ ଥାନା ପୋଡ଼ି ଘଟଣା.. ବଦଳିଲେ ଆଇଆଇସି ତପନ କୁମାର ନାହାକ.. ୨ ହୋମଗାର୍ଡ ନିଲମ୍ବିତ..

ଥାନା ପୋଡ଼ି ସମୟର ଭିଡିଓରୁ ଚିହ୍ନଟ ୩୦ ଜଣଙ୍କ ନାମରେ ମାମଲା ରୁଜ୍ଜୁ.. ୧୫ ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଛି ପୁଲିସ..

ଦେଶର ୫୦୮ଟି ରେଳଷ୍ଟେସନ୍‌‌ର ପୁନଃନିର୍ମାଣ ପାଇଁ ଆଭାସୀ ଜରିଆରେ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ.. ଏଥିରେ ଓଡ଼ିଶାର ରହିଛି ୨୫ଟି ରେଳଷ୍ଟେସନ୍‌‌..

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories