ସନ୍ଧ୍ୟା ୬ଟା ମୁଖ୍ୟ ଖବର

ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାନ ପ୍ରସ୍ତାବରେ ଗୃହକୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ.. ରାହୁଲଙ୍କୁ ଟାର୍ଗେଟ କରି କହିଲେ, ଗରିବଙ୍କ କୁଡ଼ିଆରେ ଫଟୋ ଉଠାଇ ଚର୍ଚ୍ଚା ସାଉଁଟୁଥିବା ଲୋକଙ୍କୁ ସଂସଦରେ ଗରିବଙ୍କ ଚର୍ଚ୍ଚା ବିରକ୍ତିକର ହିଁ ଲାଗିବ..
ଅଗ୍ନିଶମ କର୍ମଚାରୀଙ୍କ ପାଇଁ ବଡ ଘୋଷଣା.. ଭତ୍ତା ବୃଦ୍ଧି କଲେ ରାଜ୍ୟ ସରକାର..

ଘନ କୁହୁଡ଼ି ନେଇ କେନ୍ଦ୍ରାପଡା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ଅନୁଗୁଳ, ଢେଙ୍କାନାଳ, ଗଞ୍ଜାମ, ଯାଜପୁର ଓ ନୟାଗଡ଼କୁ ୟେଲୋ ୱାର୍ଣ୍ଣିଂ..
ଫେବୃଆରୀ ୧୮ରୁ ଯୁକ୍ତ ଦୁଇ ପରୀକ୍ଷା.. ୧୨୭୬ଟି କେନ୍ଦ୍ରରେ ହେବ ପରୀକ୍ଷା..
ନନ୍ଦନକାନନ ଥାନା ରଘୁନାଥପୁରରେ ମୋ ବସ୍ ଧକ୍କାରେ ନାବାଳିକାଙ୍କ ମୃତ୍ୟୁ.. କ୍ରୁଟ୍ ପକ୍ଷରୁ ୨ ଲକ୍ଷ କ୍ଷତିପୂରଣ..

Comments are closed.