www.samajalive.in
Monday, December 15, 2025
14.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ଭୁବନେଶ୍ୱରରେ ଜଣେ ବୈଜ୍ଞାନିକଙ୍କୁ ଠକେଇ ମାମଲା.. ତାମିଲନାଡୁ ଓ କେରଳରୁ ୨ ଅଭିଯୁକ୍ତଙ୍କୁ ଧରିଲା ସିଆଇଡି କ୍ରାଇମବ୍ରାଞ୍ଚ.. ଚେନ୍ନାଇରୁ ସତିଶ କୁମାର କେ ଏବଂ କୋଝିକୋଡରୁ ହରିଶ ସିଏମ ଗିରଫ.. ୧ କୋଟି ୬ଲକ୍ଷ ଟଙ୍କା ମାମଲାରେ ଉଭୟେ ଗିରଫ..

ଏଣିକି ଲୋକସେବା ଭବନ ଭିତରକୁ ପ୍ରବେଶ କରିବେ ସାମ୍ବାଦିକ.. ଗଣମାଧ୍ୟମ ପ୍ରତିନିଧି ଖବର ସଂଗ୍ରହ କରିବାକୁ ଫିଟିଲା ବାଟ.. ପ୍ରବେଶ ଅନୁମତି ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି.. କୋଭିଡ୍ ପରଠାରୁ ପୂର୍ବ ସରକାର ଜାରି କରିଥିଲେ କଟକଣା..

- Advertisement -

ରାଜ୍ୟର ୮ ଆଇପିଏସ୍ ଅଧିକାରୀଙ୍କୁ ପଦୋନ୍ନତି.. ସେମାନଙ୍କ ମଧ୍ୟରେ ଅଛନ୍ତି ଦୁଇ ବରିଷ୍ଠ ଆଇପିଏସ୍‌ ଅଫିସର ଯତୀନ୍ଦ୍ର କୋୟଲ ଓ ପ୍ରତୀକ ମହାନ୍ତି.. ଭୁବନେଶ୍ଵର ଡିସିପି ପିନାକ ମିଶ୍ରଙ୍କୁ ମଧ୍ୟ ଡିଆଇଜି ପାହ୍ୟାକୁ ମିଳିଛି ପଦୋନ୍ନତି..

ପୁଣି ଚାଷୀ ମୃତ୍ୟୁ.. କଟକ ଜିଲା ନିଆଳିରେ ବିଲରେ ଟଳିପଡିଲେ ଚାଷୀ.. ଚାଷ ଜମିରେ ଫସଲ କ୍ଷତିକୁ ଦେଖି ଭାଗ ଚାଷୀଙ୍କ ଆକସ୍ମିକ ମୃତ୍ୟୁ ଅଭିଯୋଗ.. ଲଗାଣ ବର୍ଷାରେ ଉଜୁଡି ଥିଲା ଧାନ ଫସଲ..

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ଛାତ୍ରୀ ନିବାସରେ ଅଗ୍ନିକାଣ୍ଡ.. ଉପର ମହଲାରେ ନିଆଁ ଲାଗିଥିବା ସୂଚନା.. ଆସବାବପତ୍ର ପୋଡ଼ି ନଷ୍ଟ..

ଗଞ୍ଜାମ ପରେ ଆଜି ୪ ଜିଲ୍ଲା ଗସ୍ତ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ.. ପୁରୀ, କଟକ, କେନ୍ଦ୍ରାପଡା ଓ ଜଗସିଂହପୁର ଜିଲାର ବିଭିନ୍ନ ଅଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ଆଲୋଚନା କରିବାସହ ବୁଲି ଦେଖିଲେ ଅଦିନିଆ ବର୍ଷାରେ ନଷ୍ଟ ହୋଇଥିବା ଧାନ କ୍ଷେତ..

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories