କଟକରେ ଗୋଷ୍ଠୀ ସଂଘର୍ଷ.. ପୂର୍ବ ଶତ୍ରୁତାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ.. ପଟାପୋଲ ଅଞ୍ଚଳରେ କାଚ ବୋତଲ ଏବଂ ଢେଲାମାଡ଼.. ଘଟଣାସ୍ଥଳରେ ପାଟ୍ରୋଲିଂ କରୁଛି ପୁଲିସ..
ସୟିଦ ମୁସ୍ତାକ ଅଲି ଟ୍ରଫି ପାଇଁ ଘୋଷଣା ହେଲା ଓଡ଼ିଶା ଦଳ..
ପାକିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ.. ୧୭ ପାକ୍ ସେନା କର୍ମଚାରୀ ନିହତ..
ରାୟଗଡ଼ାରେ ଶିଶୁକନ୍ୟା ବିକ୍ରି ମାମଲା.. ଆନ୍ଧ୍ରପ୍ରଦେଶରୁ ଉଦ୍ଧାର ହେଲା ଛୁଆ..
୩ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ.. ୭ ଯାଏ ରହି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ..
ଯୁକ୍ତ ଦୁଇ ପରୀକ୍ଷା ନେଇ କାର୍ଯ୍ୟସୂଚୀ ପ୍ରକାଶ କଲା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ.. ଫେବୃୟାରୀ ୧୮ ତାରିଖରୁ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ..
ବଙ୍ଗୋପସାଗରରେ ଆସୁଛି ଆଉ ଏକ ଲଘୁଚାପ, ଆସନ୍ତା ୨୩ ତାରିଖ ସୁଦ୍ଧା ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ନେଇ ପାଣିପାଗ ବିଭାଗ କରିଛି ପୂର୍ବାନୁମାନ..
ବିବାହର ୨୯ ବର୍ଷ ପରେ ଅଲଗା ହେଲେ ଓସ୍କାର ବିଜୟୀ ସଙ୍ଗୀତକାର ଏ.ଆର ରେହମାନ୍ ଓ ପତ୍ନୀ.. ସୋସିଆଲ ମିଡିଆ ଏକ୍ସରେ ବିବାହ ବିଚ୍ଛେଦ ନେଇ ଉଭୟଙ୍କ ସୂଚନା..
ବଢିଲା ମନୋଜ ମିଶ୍ରଙ୍କ ଅଡ଼ୁଆ.. ଦରଘା ବଜାର ଥାନାରେ ପହଞ୍ଚି ସୁରକ୍ଷା ଲୋଡ଼ିଲେ ବବି ଇସଲାମ..
ଆଗାମୀ ୫ ଦିନ ରାଜ୍ୟରେ ଶୀତ ବଢିବାର ସମ୍ଭାବନା ଥିବାବେଳେ କୁହୁଡି ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି.. ଝାରସୁଗୁଡା, କେନ୍ଦୁଝର, ସୁନ୍ଦରଗଡ , ସମ୍ବଲପୁର, ବରଗଡ, କଳାହାଣ୍ଡି ଏବଂ କନ୍ଧମାଳ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ହେବା ନେଇ ଆଲର୍ଟ କରାଯାଇଛି..
କଟକ ବାରଙ୍ଗ ଥାନା ତ୍ରିଶୁଳିଆ ଅଞ୍ଚଳରେ ଲଜ୍ଜାଜନକ ଘଟଣା : ୮ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ , ଗୁରୁତର ଅବସ୍ଥାରେ ଶିଶୁ ଭବନରେ ଭର୍ତ୍ତି..



