କଟକ: କଟକ ପଟାପୋଲ ଅଞ୍ଚଳରେ ଗଣ୍ଡଗୋଳ। ବୁଧବାର ଦୁଇ ଗୋଷ୍ଠୀ ମଧ୍ୟରେ କାଚ ବୋତଲ ଓ ଇଟା ମାଡ ହୋଇଛି। ବେପରୁଆ ଗାଡ଼ିଡି ଚଳାଚଳକୁ ନେଇ ଏଭଳି ଘଟିଥିବା ସ୍ଥାନୀୟ ଲୋକଙ୍କଠାରୁ ଜଣାପଡ଼ିଛି। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଛି। ତେବେ ଛୋଟ ଦୁର୍ଘଟଣାକୁ କେନ୍ଦ୍ର କରି ଏହି ଗଣ୍ଡଗୋଳ ହୋଇଥିବା କହିଛନ୍ତି କଟକ ଡିସିପି ଜଗମୋହନ ମୀନା।
Popular Categories



