ଗ୍ୟାଙ୍ଗଷ୍ଟର ଟିଟୋକୁ ଗିରଫ କରିବାକୁ ହାଇକୋର୍ଟଙ୍କ ନିର୍ଦେଶ.. ପୂର୍ବରୁ ପାଇଥିବା ଜାମିନ ରଦ୍ଦ କରି ଗିରଫ ନିର୍ଦେଶ ଦେଲେ କୋର୍ଟ..
୫କୋଟିରୁ ଊର୍ଦ୍ଧ୍ବ ଇପିଏଫ ଖାତାଧାରୀଙ୍କ ପାଇଁ ଖୁସି ଖବର.. ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଇପିଏଫ ଖାତାଧାରୀଙ୍କୁ ୮.୧୫ ପ୍ରତିଶତ ସୁଧ ଦେବାକୁ କେନ୍ଦ୍ର ସରକାରଙ୍କ ଅନୁମୋଦନ..
ଘର ସାମ୍ନାରେ ହାତୀ ଆକ୍ରମଣରେ ମହିଳା ମୃତ.. କନ୍ତରକୋଇଡ଼ା ଗାଁରେ ୭ ଟିକିଆ ହାତୀପଲଙ୍କ ଉପଦ୍ରବ.. ଘର ଭାଙ୍ଗିବା ସହ ବ୍ୟାପକ କ୍ଷୟକ୍ଷତି କଲେ ହାତୀପଲ..
୨୭ ଜୁଲାଇ ପର୍ଯ୍ୟନ୍ତ ‘ଗୋ ଫାଷ୍ଟ’ର ଉଡାଣ ବାତିଲ..
ଦିଲ୍ଲୀ ସରକାରଙ୍କୁ ଆରଆରଟିଏସ୍ ପାଇଁ ୪୧୫ କୋଟି ଦେବାକୁ ସୁପ୍ରିମକୋର୍ଟଙ୍କ ନିର୍ଦେଶ..
ରାଜ୍ୟସଭାରୁ ଆପ୍ ସାଂସଦ ସଞ୍ଜୟ ସିଂହ ନିଲମ୍ବିତ..
ବଦଳିଲା ଟ୍ବିଟର୍ ଲୋଗୋ .. ଏଣିକି ୱେବସାଇଟ୍ରେ ଏକ୍ସ.କମ୍ ଟାଇପ କଲେ ଟ୍ୱିଟର ପେଜ୍ ଖୋଲିବ ବୋଲି ଏଲନ ମସ୍କଙ୍କ ସୂଚନା..
ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ.. ଆଗାମୀ ୨୪ ଘଣ୍ଟାରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା..
ଭୁବନେଶ୍ୱର-କଟକ ମେଟ୍ରୋ ପ୍ରକଳ୍ପ କାମ ପାଇଁ ଚାଲିଛି ମାଟି ପରୀକ୍ଷଣ.. ପରୀକ୍ଷା ପାଇଁ ୩୦ଫୁଟ୍ ତଳୁ ସଂଗ୍ରହ କରାଯାଉଛି ମାଟି..
ରାଜ୍ୟରେ ଡେଙ୍ଗୁ ସ୍ଥିତି ନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ସୂଚନା.. ଗତବର୍ଷ ଅପେକ୍ଷା ଡେଙ୍ଗୁ ପଜିଟିଭ୍ ସଂଖ୍ୟା କମିଛି ..
୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ.. ସୁରକ୍ଷା ଦାୟିତ୍ୱରେ ୩୬ ପ୍ଲାଟୁନ ପୁଲିସ ଫୋର୍ସ ରହିବେ..



