www.samajalive.in
Saturday, December 6, 2025
16.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ମମତା ମହାନ୍ତ ବିଜେପିରେ ସାମିଲ.. ଗତକାଲି ବିଜେଡିରୁ ଦେଇଥିଲେ ଇସ୍ତଫା, ଦଳ ସହ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଥିଲେ..

ପୁଟ୍ଟାସିଂ ଥାନା ଚିନାସାରି ଘାଟିରେ ଅଟୋ ଓଲଟି ଜଣେ ମହିଳା ମୃତ, ୧୦ ଜଣ ଆହତ.. ଅଟୋରେ ଶ୍ରମିକ କାମ ସାରି ଘରକୁ ଫେରୁଥିବାବେଳେ ଅଟୋ ଓଲଟି ପଡିଥିଲା..

- Advertisement -

ଇସ୍ରାଏଲ ଆକ୍ରମଣରେ ହମାସର ସେନାମୁଖ୍ୟ ମହମ୍ମଦ ଦିୟାଫ ନିହତ..

ପୂଜା ଖେଡକରଙ୍କୁ ଝଟକା.. ଆଗୁଆ ଜାମିନ ଆବେଦନ ଖାରଜ କଲେ କୋର୍ଟ..

ସୁଦୃଢ ହେଲା ନନ୍ଦନକାନନର ସୁରକ୍ଷା ବ୍ୟବସ୍ଥା.. ନିୟୋଜିତ ହେଲେ ଓଆଇଏସଏଫ ଯବାନ..

କାଲି ସୁଦ୍ଧା ଲଘୁଚାପ କ୍ଷେତ୍ର! ୨୪ ଘଣ୍ଟାରେ ପ୍ରବଳ ବର୍ଷା ସମ୍ଭାବନା.. ଉତ୍ତର ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି..

ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି.. ଚାକିରିରେ ସଂରକ୍ଷଣ ପାଇଁ ଅନୁସୂଚିତ ଜାତିର ଉପବର୍ଗୀକରଣ କରିପାରିବେ ରାଜ୍ୟ ସରକାର..

ରାଜଧାନୀ ଭୁବନେଶ୍ୱରସ୍ଥିତ ବଡଗଡରେ ଥିବା ଏକ ପାଉଁରୁଟି ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ..

ଭୁବନେଶ୍ୱର : ସ୍ତ୍ରୀ ହତ୍ୟାକାରୀ ସ୍ୱାମୀକୁ ମିଳିଲା ଫାଶୀ ଦଣ୍ଡ.. ୩୩ ଥର ଛୁରୀ ଭୁସି କରିଥିଲା ହତ୍ୟା..

ମଧୁମିତାଙ୍କ ସୁଇସାଇଡ ନୋଟ୍‌ ଜବତ.. ଛାନଭିନ କରୁଛି ଧଉଳି ଥାନା ପୁଲିସ..

ଭାରତକୁ ୩ୟ ପଦକ ଦେଲେ ସ୍ଵପ୍ନିଲ..

ପ୍ରବଳ ବର୍ଷା ପାଇଁ ୪ ଜିଲାକୁ ସତର୍କ ସୂଚନା ଜାରି..

ଆଠଗଡ : ମେଡିକାଲରୁ ଝିଆରୀର ଶିଶୁ ପୁତ୍ରକୁ ଚୋରିକଲା ମାଉସୀ..

ସାରା ରାଜ୍ୟରେ ଜାରି ରହିଛି ଲଗାଣ ବର୍ଷା.. ୨୪ ଘଣ୍ଟାରେ ବାରିପଦାରେ ସର୍ବାଧିକ ୧୫୬.୬ ମିମି ବର୍ଷା ରେକର୍ଡ..

Hot this week

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

Related Articles

Popular Categories