www.samajalive.in
Saturday, December 6, 2025
14.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ମାଲଗୋଦାମରେ ପୁଲିସ ଚଢ଼ାଉ.. ଧରାପଡିଲା ନକଲି ହଳଦୀ.. ବେପାରୀ ଗିରଫ..

ପ୍ରକାଶପାଇଲା ସ୍ପେଶାଲ ଓଜେଇଇ ରେଜଲ୍ଟ, ojee.nic.in/odishajee.comରେ ଫଳାଫଳ ଉପଲବ୍ଧ..

- Advertisement -

ଭିଜିଲାନ୍ସ ଜାଲରେ ହରଭଙ୍ଗା ଆଇଆଇସି.. ବାଲିଘାଟ ମାଲିକଙ୍କଠାରୁ ୧ ଲକ୍ଷ ଟଙ୍କା ଲାଞ୍ଚ ନେଉଥିଲେ..

ଆଜି ଠାରୁ ୫ ଦିନ ଯାଏଁ କିଛି ସ୍ଥାନରେ ଅତି ପ୍ରବଳ ବର୍ଷା ସମ୍ଭାବନା.. କାଲି ପାଇଁ ୪ ଜିଲାକୁ ଅରେଞ୍ଜ ଓ ୧୧ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି..

କାମାକ୍ଷାନଗର : ସଫେଇ ବେଳେ କୂଅରେ ପଡି ୨ ମୃତ..

ମମତା ବାନାର୍ଜୀଙ୍କ ସୁରକ୍ଷାରେ ତ୍ରୁଟି.. ଅସ୍ତ୍ର ଧରି ସିଏମ୍‌ ବାସଭବନରେ ପ୍ରବେଶ କରୁଥିବା ସନ୍ଦିଗ୍ଧ ଗିରଫ..

ସଂସଦରେ ମଣିପୁର ପ୍ରସଙ୍ଗ.. ସୋମବାର ଯାଏଁ ଲୋକସଭା ମୁଲତବୀ..

ମୋଦୀ ସାଙ୍ଗିଆ ମାମଲା.. ଅଗଷ୍ଟ ୪ରେ ମାମଲାର ପରବର୍ତ୍ତୀ ଶୁଣାଣି..

ଭୂକମ୍ପରେ ଥରିଲା ମଣିପୁର ଓ ଜୟପୁର..

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories